ପାଣାଜୀ: ଆଜି ଗୋଆର ଜିଏମସି ଷ୍ଟାଡିୟମରେ ସନ୍ଧ୍ୟା 7ଟା30ରେ ମୁହାଁମୁହିଁ ହେବେ ଚେନ୍ନାଇୟନ ଏଫ୍ସି- ଏସ୍ସି ଇଷ୍ଟ ବେଙ୍ଗଲ ଏଫ୍ସି । ଉଭୟ ଚଳିତ ସିଜନର 12ତମ ମ୍ୟାଚ ଖେଳିବେ ।
ଚେନ୍ନାଇୟନ 11ଟି ମ୍ୟାଚରୁ 3ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର 6ଷ୍ଠ ସ୍ଥାନରେ ରହିଛି । ସେହିପରି ଇଷ୍ଟ ବେଙ୍ଗଲ 2ଟିରେ ବିଜୟ ହାସଲ କରି ଟେବୁଲର 9ମ ସ୍ଥାନରେ ରହିଛି ।
-
In #HeroISL 2020-21,@ChennaiyinFC scored the least goals 🔟@sc_eastbengal faced the most shots on goal 1⃣7⃣0⃣
— Indian Super League (@IndSuperLeague) January 18, 2021 " class="align-text-top noRightClick twitterSection" data="
Can Csaba Laszlo's side improve their tally in #CFCSCEB?#LetsFootball pic.twitter.com/3ZM4v1cq0r
">In #HeroISL 2020-21,@ChennaiyinFC scored the least goals 🔟@sc_eastbengal faced the most shots on goal 1⃣7⃣0⃣
— Indian Super League (@IndSuperLeague) January 18, 2021
Can Csaba Laszlo's side improve their tally in #CFCSCEB?#LetsFootball pic.twitter.com/3ZM4v1cq0rIn #HeroISL 2020-21,@ChennaiyinFC scored the least goals 🔟@sc_eastbengal faced the most shots on goal 1⃣7⃣0⃣
— Indian Super League (@IndSuperLeague) January 18, 2021
Can Csaba Laszlo's side improve their tally in #CFCSCEB?#LetsFootball pic.twitter.com/3ZM4v1cq0r
ଅନ୍ୟପଟେ ଚେନ୍ନାଇୟନ ଦଳ ପୂର୍ବ ମ୍ୟାଚରେ ଓଡିଶା ବିପକ୍ଷରେ ବିଜୟ ହାସଲ କରି ମନୋବଳ ଦୃଢ ରଖିଥିବାବେଳେ ବେଙ୍ଗଲ ବି କ୍ରମାଗତ 6ଟି ମ୍ୟାଚରେ ପରାସ୍ତ ହୋଇ ନାହିଁ । ଚେନ୍ନାଇୟନର କୋଚ ଲାଜଲୋଙ୍କ ଅଧିକ ଗୋଲ ସହ ବିଜୟ ହେବାର ଦୃଢୋକ୍ତି ।