ETV Bharat / sports

Euro 2020: ଇଂଲଣ୍ଡକୁ କେମ୍ବ୍ରିଜ ଶାସକ ପ୍ରିନ୍ସ ୱିଲିୟମଙ୍କ ବିଜୟ ଶୁଭେଚ୍ଛା

ଇଟାଲି ବିପକ୍ଷରେ Euro 2020 ଫାଇନାଲ ମୁକାବିଲା ଖେଳିବ ଇଂଲଣ୍ଡ । ଅଧିକ ପଢନ୍ତୁ...

author img

By

Published : Jul 11, 2021, 7:52 PM IST

Euro 2020: Royal family sends good luck wishes to England ahead of grand finale
Euro 2020: ଇଂଲଣ୍ଡକୁ କେମ୍ବ୍ରିଜ ଶାସକ ପ୍ରିନ୍ସ ୱିଲିୟମଙ୍କ ବିଜୟ ଶୁଭେଚ୍ଛା

ଲଣ୍ଡନ: ରବିବାର ଇଟାଲି ବିପକ୍ଷରେ Euro 2020 ଫାଇନାଲ ମୁକାବିଲା ଖେଳିବ ଇଂଲଣ୍ଡ । ଫଳରେ କେମ୍ବ୍ରିଜ ଶାସକ ପ୍ରିନ୍ସ ୱିଲିୟମ ଇଂଲଣ୍ଡ ଟିମକୁ ବିଜୟ ଶୁଭେଚ୍ଛା ଜଣାଇଛନ୍ତି । ଇଂଲଣ୍ଡ ଟିମର ପ୍ରତ୍ୟେତ ଖେଳାଳିଙ୍କ ଉଦ୍ଦେଶ୍ୟରେ ଏକ 28 ସେକେଣ୍ଡର ଶୁଭେଚ୍ଛା ବାର୍ତ୍ତା ଭିଡିଓ ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ପ୍ରିନ୍ସ ୱିଲିୟମ ।

ଶନିବାର ୱିଲିୟମଙ୍କ ଜେଜେମା' ରାଣୀ ଦ୍ବିତୀୟ ଏଲିଜାବେଥ ଏକ ପତ୍ର ମାଧ୍ୟମରେ ଇଂଲଣ୍ଡ ଟିମ ମ୍ୟାନେଜର ଗେରେଥ ସାଉଥଗେଟ୍‌ଙ୍କୁ ଟିମ ଉଦ୍ଦେଶ୍ୟରେ ଶୁଭେଚ୍ଛା ଜଣାଇଥିଲେ ।

ୱିମ୍ବଲେ ଷ୍ଟାଡିୟମରେ Euro 2020ର ହାଇଭୋଲଟେଜ ଫାଇନାଲ ଲଢେଇ ଇଂଲଣ୍ଡ ଓ ଇଟାଲି ମଧ୍ୟରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.