ETV Bharat / sports

Asia Cup: ଖେଳସୂଚୀ ଜାରି, ଅଗଷ୍ଟ 28ରେ ଭାରତ-ପାକିସ୍ତାନ ମ୍ୟାଚ୍‌ - ଏସିଆ କପ୍‌ ପାଇଁ ଖେଳସୂଚୀ ଜାରି

୧୫ତମ ସଂସ୍କରଣ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଜାରି ହୋଇଛି ଖେଳ ସୂଚୀ । ଅଗଷ୍ଟ ୨୮ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଅଧିକ ପଢ଼ନ୍ତୁ

Asia Cup: ଖେଳସୂଚୀ ଜାରି, ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ଭାରତର ପ୍ରଥମ ମ୍ୟାଚ୍‌

author img

By

Published : Aug 2, 2022, 5:57 PM IST

ଦୁବାଇ: ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ୧୫ତମ ସଂସ୍କରଣ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ICC ପକ୍ଷରୁ ଜାରି ହୋଇଛି ଟୁର୍ଣ୍ଣାମେଣ୍ଟ ଖେଳ ସୂଚୀ । ଭାରତ ପ୍ରଥମ ମ୍ୟାଚ୍‌ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ଖେଳିବ ।

  • The wait is finally over as the battle for Asian supremacy commences on 27th August with the all-important final on 11th September.

    The 15th edition of the Asia Cup will serve as ideal preparation ahead of the ICC T20 World Cup. pic.twitter.com/QfTskWX6RD

    — Jay Shah (@JayShah) August 2, 2022 " class="align-text-top noRightClick twitterSection" data=" ">

ଅଗଷ୍ଟ ୨୮ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଏହାପରେ ଦ୍ବିତୀୟ ମ୍ୟାଚ୍‌ ଭାରତ ଅଗଷ୍ଟ ୩୧ ତାରିଖରେ ଏକ କ୍ବାଲିଫାୟର ଦଳ ସହ ଖେଳିବ । ସେପ୍ଟେମ୍ବର ୩ ତାରିଖରୁ ସୁପର 4 ମୁକାବିଲା ଆରମ୍ଭ ହେବ । ଏହାପରେ ଶେଷରେ ସେପ୍ଟେମ୍ବର ୧୧ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ।

ସମସ୍ତ ମ୍ୟାଚ୍‌ ଶାରଜାହ ଓ ଦୁବାଇ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ମୁତାବକ ପ୍ରତ୍ୟକ ମ୍ୟାଚ୍‌ ସନ୍ଧ୍ୟା ୬ଟା ବେଳେ ଆରମ୍ଭ ହେବ । ଏହାକୁ ନେଇ ଟ୍ବିଟ୍‌ କରି ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ବିସିସିଆଇ ସଚିବ ଜୟ ଶାହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.