ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ(IPL) 2022ର ୧୭ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ ସନରାଇଜର୍ସ ହାଇଦ୍ରାବାଦ(SRH) ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ହାଇଦ୍ରାବାଦ କ୍ୟାପଟେନ୍ କେନ ୱିଲିୟମସନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ରବିନ୍ଦ୍ର ଜାଡେଜାଙ୍କ ନେତୃତାଧୀନ ଚେନ୍ନାଇ ସୁପରକିଙ୍ଗ୍ସ। ସନରାଇଜର୍ସ ହାଇଦ୍ରାବାଦ ପଏଣ୍ଟ ଟେବୁଲର ଶେଷରେ ଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ୩ଟି ମ୍ୟାଚ୍ରେ ପରାଜୟ ସହ ଅଷ୍ଟମ ସ୍ଥାନରେ ରହିଛି । ଫଳରେ ଉଭୟ ଟିମ ପ୍ରଥମ ବିଜୟ ସନ୍ଧାନରେ ରହିଛନ୍ତି ।
-
Kane Williamson wins the toss and elects to bowl first against #CSK.
— IndianPremierLeague (@IPL) April 9, 2022 " class="align-text-top noRightClick twitterSection" data="
Live - https://t.co/8pocfkHpDe #CSKvSRH #TATAIPL pic.twitter.com/y9pk2oYIIy
">Kane Williamson wins the toss and elects to bowl first against #CSK.
— IndianPremierLeague (@IPL) April 9, 2022
Live - https://t.co/8pocfkHpDe #CSKvSRH #TATAIPL pic.twitter.com/y9pk2oYIIyKane Williamson wins the toss and elects to bowl first against #CSK.
— IndianPremierLeague (@IPL) April 9, 2022
Live - https://t.co/8pocfkHpDe #CSKvSRH #TATAIPL pic.twitter.com/y9pk2oYIIy
ଚୁଡାନ୍ତ ଏକାଦଶ:
ଚେନ୍ନାଇ ସୁପର କିଙ୍ଗ୍ସ: ରବିନ ଉଥାପ୍ପା, ଋତୁରାଜ ଗାଏକ୍ବାଡ, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା(କ୍ୟାପଟେନ୍), ଶିବମ ଦୁବେ, ମହେନ୍ଦ୍ର ସିଂହ ଧୋନି(ୱିକେଟ କିପର), ଡ୍ବାଇନ ବ୍ରାଭୋ, କ୍ରିସ ଜୋର୍ଡାନ, ମହୀଶ ଥକସିନା, ମୁକେଶ ଚୌଧୁରୀ ।
ସନରାଇଜର୍ସ ହାଇଦ୍ରାବାଦ: ଅଭିଷେକ ଶର୍ମା, କେନ ୱିଲିୟମସନ(କ୍ୟାପଟେନ୍), ରାହୁଲ ତ୍ରିପାଠୀ, ଆଡନ ମାର୍କ୍ରମ, ନିକୋଲାସ ପୋରୋନ(ୱିକେଟ କିପର), ଶଶାଙ୍କ ସିଂ, ୱାସିଂଟନ ସୁନ୍ଦର, ଭୁବନେଶ୍ବର କୁମାର, ମାର୍କୋ ଜାନସେନ, ଉରମାନ ମଲିକ, ଟି ନଟରାଜନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ