ETV Bharat / sports

IPL 2022: ଟ୍ରେଣ୍ଡ ବଦଳାଇଲେ ହାର୍ଦ୍ଦିକ, KKR ବିପକ୍ଷରେ ଟସ୍‌ ଜିତି GTର ବ୍ୟାଟିଂ ନିଷ୍ପତ୍ତି

author img

By

Published : Apr 23, 2022, 3:21 PM IST

Updated : Apr 23, 2022, 3:36 PM IST

ଚଳିତ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ୩୫ତମ ମ୍ୟାଚ୍‌ ଗୁଜରାଟ ଟାଇଟନ୍ସ (GT) ଓ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଗୁଜରାଟ ଟାଇଟନ୍ସ କୋଲକାତା ବିପକ୍ଷରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ

IPL 2022: Gujarat Titans opt to bat against Kolkata Knight Riders
IPL 2022: ଟ୍ରେଣ୍ଡ୍‌ ବଦଳାଇଲେ ହାର୍ଦ୍ଦିକ, KKR ବିପକ୍ଷରେ ଟସ୍‌ ଜିତି ଗୁଜୁରାଟର ବ୍ୟାଟିଂ ନିଷ୍ପତି

ପୁନେ: ଚଳିତ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ୩୫ତମ ମ୍ୟାଚ୍‌ ଗୁଜରାଟ ଟାଇଟନ୍ସ (GT) ଓ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଗୁଜରାଟ ଟାଇଟନ୍ସ କୋଲକାତା ବିପକ୍ଷରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।

ଚୁଡାନ୍ତ ଏକାଦଶ:

କୋଲକାତା ନାଇଟ ରାଇଡର୍ସ: ଭେଙ୍କଟସ ଆୟର(କ୍ୟାପଟେନ୍‌), ନୀତିଶ ରାଣା, ସାମ ବିଲିଙ୍ଗ୍ସ(ୱିକେଟ କିପର), ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ଟିମ ସାଉଦୀ, ଶିବମ ମାବି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ ।

ଗୁଜରାଟ ଟାଇଟନ୍ସ: ରିଦ୍ଧିମାନ ଶାହା(ୱିକେଟ କିପର), ଶୁଭମନ ଗିଲ୍‌, ହାର୍ଦ୍ଦିକ ପାଣ୍ଡ୍ୟା(କ୍ୟାପଟେନ୍‌), ଅଭିନବ ମନୋହର, ଡେଭିଡ ମିଲର, ରାହୁଲ ତେୱାତିଆ, ରସିଦ ଖାନ, ଆଲଜେରୀ ଜୋସେଫ, ଲୋକି ଫର୍ଗୁସନ, ୟଶ ଦୟାଲ, ମହମ୍ମଦ ସାମି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 23, 2022, 3:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.