ETV Bharat / sports

IPL 2022: CSK ବିପକ୍ଷରେ ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି, ଜନ୍ମଦିନରେ ବସିଲେ ପୋଲାର୍ଡ

author img

By

Published : May 12, 2022, 7:10 PM IST

Updated : May 12, 2022, 8:14 PM IST

IPL 2022ର 58ତମ ମ୍ୟାଚ ଦୁଇ ଚୀର ପ୍ରତିଦ୍ବନ୍ଦୀ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ । ଅଧିକ ପଢନ୍ତୁ

IPL 2022: ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022) 58ତମ ମ୍ୟାଚ ଦୁଇ ଚୀର ପ୍ରତିଦ୍ବନ୍ଦୀ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି । ତେବେ ଚଳିତ ସିଜିନରେ ଉଭୟ ଟିମ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଫଳରେ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛନ୍ତି ।

ତଥାପି ଏହି ମ୍ୟାଚ ଉଭୟ ଟିମ୍ ପାଇଁ ଗୁରୁତ୍ବ ବହନ କରୁଛି । ମୁମ୍ବାଇ ଆଜିର ମ୍ୟାଚରେ ତ୍ରିସ୍ତାନା ଷ୍ଟବ୍‌ସଙ୍କୁ ସ୍ଥାନ ଦେଇ ଥିବାବେଳେ ଚେନ୍ନାଇରୁ ବାଦ୍ ପଡିଛନ୍ତି ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜା । ଅସୁସ୍ଥତା କାରଣରୁ ଜାଡେଜାଙ୍କୁ ବିଶ୍ରାମ ଦିଆ ଯାଇଥିବା ଜଣାପଡିଛି । ତେବେ ଜନ୍ମଦିନରେ ବାଦ ପଡିଛନ୍ତି କିରଣ ପୋଲାର୍ଡ ।

ଚୂଡାନ୍ତ ଏକାଦଶ:-

CSK: ଋତୁରାଜ ଗାଏକ୍ବାଡ, ଡେଭନ କନୱେ, ରବିନ ଉଥପ୍ପା, ଅମ୍ବାତି ରାୟୁଡୁ, ମୋଇନ ଅଲ୍ଲି, ଶିବମ ଦୁବେ, ମହେନ୍ଦ୍ର ସିଂ ଧୋନି(ଅଧିନାୟକ), ଡ୍ବେନ ବ୍ରାଭୋ, ମହେଶ ଥିକସାନା, ଶିମରଜିତ ସିଂ, ମୁକେଶ ଚୌଧୁରୀ

MI: ରୋହିତ ଶର୍ମା(କ୍ୟାପ୍ଟେନ), ଇଶାନ କିଶାନ(ୱିକେଟ କିପର), ତିଲକ ବର୍ମା, ତ୍ରିସ୍ତାନ ଷ୍ଟବ୍‌ସ, ରମଣଦୀପ ସିଂ, ଟିମ ଡେଭିଡ, ଡାନିଏଲ ସାମ୍ସ, କୁମାର କାର୍ତ୍ତିକେୟନ, ହ୍ରିତିକ ଶୋକିନ, ଜଶପ୍ରୀତ ବୁମରା, ରିଲେ ମେରଦିଥ

Last Updated : May 12, 2022, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.