ETV Bharat / sports

IPL 2022: ୱାର୍ଣ୍ଣର ରିଟର୍ଣ୍ଣସ୍‌, ପନ୍ତ ପରାକ୍ରମରେ ଦିଲ୍ଲୀର ଟାର୍ଗେଟ ଟ୍ରଫି

author img

By

Published : Mar 18, 2022, 4:45 PM IST

Updated : Mar 18, 2022, 5:30 PM IST

ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ବିତ୍ତଶାଳୀ ଟି-୨୦ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ପଞ୍ଚଦଶ ସଂସ୍କରଣ । ଯୁବ ୱିକେଟ କିପର ବ୍ୟାଟ୍‌ର ଋଷଭ ପନ୍ତଙ୍କ ନେତୃତ୍ବରେ ମାର୍ଚ୍ଚ ୨୭ରୁ IPL ୨୦୨୨ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଦିଲ୍ଲୀ । ୨୦୨୦ ସଂସ୍କରଣର ରନର୍ସଅପ୍‌ DC ଟୁର୍ନାମେଣ୍ଟର ପ୍ରଥମ ମୁକାବିଲା ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ମୁମ୍ବାଇ ଇଣ୍ଡିଆନ୍ସ ସହ ଖେଳିବ । ଅଧିକ ପଢନ୍ତୁ

IPL 2022: Full league stage schedule for Delhi Capitals
IPL 2022: ୱାର୍ଣ୍ଣର ରିଟର୍ଣ୍ଣସ୍‌, ପନ୍ତ ପରାକ୍ରମରେ ଟାର୍ଗେଟ ଟ୍ରଫି

ହାଇଦ୍ରାବାଦ: ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ବିତ୍ତଶାଳୀ ଟି-୨୦ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ପଞ୍ଚଦଶ ସଂସ୍କରଣ । ବର୍ତ୍ତମାନ ସମୟରେ ସବୁଠୁ ଅଧିକ ସ୍ଥିର ପ୍ରଦର୍ଶନ କରିଥିବା ଟିମ ମାନଙ୍କ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ(DC) ଟିମ ରହିଛି । ଯୁବ ୱିକେଟ କିପର ବ୍ୟାଟ୍‌ର ଋଷଭ ପନ୍ତଙ୍କ ନେତୃତ୍ବରେ ମାର୍ଚ୍ଚ ୨୭ରୁ IPL ୨୦୨୨ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଦିଲ୍ଲୀ । ୨୦୨୦ ସଂସ୍କରଣର ରନର୍ସଅପ୍‌ DC ଟୁର୍ନାମେଣ୍ଟର ପ୍ରଥମ ମୁକାବିଲା ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ମୁମ୍ବାଇ ଇଣ୍ଡିଆନ୍ସ ସହ ଖେଳିବ ।

ଏହାମଧ୍ୟ ପଢନ୍ତୁ: IPL 2022: ଆସୁଛି ଆଇପିଏଲ, KKR ପାଇଁ ଶୁଭଙ୍କର ହେବେ କି ଶ୍ରେୟସ

ନିଲାମୀରେ କିଛି ଚମତ୍କାର ମ୍ୟାଚ୍‌ ବିଜେତା ଖେଳାଳିଙ୍କୁ କିଣିବା ସହ ଷ୍ଟାର ରିଟେନ ଖେଳାଳିଙ୍କ ସହ ଦିଲ୍ଲୀ ଏକ ଶକ୍ତିଶାଳୀ ୟୁନିଟ୍‌ ରହିଛି ।

ଗ୍ରୁପ 'A' ରେ ଥିବା ଦିଲ୍ଲୀ, ଚଳିତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ, କୋଲକାତା ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ ସହ ଥିବାରୁ ଏହି ଟିମ ବିପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବ । ଅନ୍ୟପଟେ ଗ୍ରୁପ 'B' ରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ କିଙ୍ଗ୍ସ , ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଗୁଜରାଟ ଟାଇଟାନ୍‌ସ ବିପକ୍ଷରେ ଦିଲ୍ଲୀ ଲିଗ ପର୍ଯ୍ୟାୟରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବ ।

ଏହାମଧ୍ୟ ପଢନ୍ତୁ: IPL 2022: ଷଷ୍ଠ ଥର ଚମ୍ପିଆନ ଲକ୍ଷ୍ୟରେ ମୁମ୍ବାଇ, ଜାଣନ୍ତୁ ସଂପୂର୍ଣ୍ଣ ମ୍ୟାଚ୍‌ ସୂଚୀ

ନଜର ପକାନ୍ତୁ IPL ୨୦୨୨ରେ ଦିଲ୍ଲୀ କ୍ୟାପିଟାଲ୍ସର ଲିଗ ପର୍ଯ୍ୟାୟର ସଂପୂର୍ଣ୍ଣ ମ୍ୟାଚ୍‌ ସୂଚୀ ଉପରେ:

ମ୍ୟାଚ୍‌ ୧, ମାର୍ଚ୍ଚ ୨୭, ରବିବାର: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ(ବ୍ରାବୋର୍ନୋ ଷ୍ଟାଡିୟମ- CCI, ମୁମ୍ବାଇ) ଅପରାହ୍ନ ୩:୩୦

ମ୍ୟାଚ୍‌ ୨, ଏପ୍ରିଲ ୨, ରବିବାର: ଗୁଜରାଟ ଟାଇଟାନସ୍‌ ବନାମ ଦିଲ୍ଲୀ କ୍ୟାପିଟାଲ୍ସ(MCA ଷ୍ଟାଡିୟମ, ପୁନେ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୩, ଏପ୍ରିଲ ୭, ଗୁରୁବାର: ଲକ୍ଷ୍ନୌ ସୁପର ଜିଆଣ୍ଟସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୪, ଏପ୍ରିଲ ୧୦, ରବିବାର: କୋଲକାତା ନାଇଟ ରାଇଡର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ(ବ୍ରାବୋର୍ନୋ ଷ୍ଟାଡିୟମ- CCI, ମୁମ୍ବାଇ) ଅପରାହ୍ନ ୩:୩୦

ମ୍ୟାଚ୍‌ ୫, ଏପ୍ରିଲ ୧୬, ଶନିବାର: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୬, ଏପ୍ରିଲ ୨୦, ବୁଧବାର: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ପଞ୍ଜାବ କିଙ୍ଗ୍ସ (MCA ଷ୍ଟାଡିୟମ, ପୁନେ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୭, ଏପ୍ରିଲ ୨୨, ଶୁକ୍ରବାର: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରାଜସ୍ଥାନ ରୟାଲ୍ସMCA ଷ୍ଟାଡିୟମ, ପୁନେ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୮, ଏପ୍ରିଲ ୨୮, ଗୁରୁବାର: ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ ରାଇଡର୍ସ(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୯, ମଇ ୧, ରବିବାର: ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ଅପରାହ୍ନ ୩:୩୦

ମ୍ୟାଚ୍‌ ୧୦, ମଇ ୫ ଗୁରୁବାର: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ(ବ୍ରାବୋର୍ନୋ ଷ୍ଟାଡିୟମ- CCI, ମୁମ୍ବାଇ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୧୧, ମଇ ୮ ରବିବାର: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୧୨, ମଇ ୧୧ ବୁଧବାର: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରାଜସ୍ଥାନ ରୟାଲ୍ସ(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୧୩, ମଇ ୧୬ ସୋମବାର: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ପଞ୍ଜାବ କିଙ୍ଗ୍ସ(ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦

ମ୍ୟାଚ୍‌ ୧୪, ମଇ ୨୧ ଶନିବାର: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ(ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ) ସନ୍ଧ୍ୟା ୭:୩୦

ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ବାଡ୍‌: ଋଷଭ ପନ୍ତ(କ୍ୟାପଟେନ୍‌), ଅକ୍ଷର ପଟେଲ, ପୃଥ୍ବୀ ଶ, ଆନରିଚ ନର୍କିୟା, ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଶାର୍ଦ୍ଦୁଳ ଠାକୁର, ମୁସ୍ତାଫିଜୁର ରେହମାନ, କୁଲଦୀପ ଯାଦବ, ଅଶ୍ବିନ ହେବାର, ଅଭିଶେକ ଶର୍ମା, କମଲେଶ ନଗରକୋଟି, କେଏସ ଭାରତ, ମନଦୀପ ସିଂହ, ଖଲିଲ ଅହମ୍ମଦ, ଚେତନ ସକାରିୟା, ଲଳିତ ଯାଦବ, ରିପଲ ପଟେଲ, ୟଶ ଧୂଲ, ରୋଭମନ ପୱେଲ, ପ୍ରବୀଣ ଦୁବେ, ଲୁଙ୍ଗି ନିଙ୍କିଡି, ଭିକି ଓସ୍ତୱାଲ, ସର୍ଫରାଜ ଖାନ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 18, 2022, 5:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.