ETV Bharat / sports

IPL 2022: ଡୁପ୍ଲେସିସ୍‌ ହେଲେ RCBର ନୂଆ କ୍ୟାପେଟନ୍‌ - ଆଇପିଏଲ ୨୦୨୨

ଇଣ୍ଡିଆନ ପ୍ରିମିୟର ଲିଗ(IPL) 2022ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର(RCB) ନେତୃତ୍ବ ନେବେ ଫାଫ ଡୁପ୍ଲେସିସ୍‌ । ଶନିବାର ଆରସିବି ଫ୍ରାଞ୍ଚାଇଜ ନିଜର ଅଫିସିଆଲ ଟ୍ବିଟ୍‌ର ଜରିଆରେ ଏହି ଘୋଷଣା କରିଛି । ଅଧିକ ପଢନ୍ତୁ

Faf du Plessis to lead RCB in IPL
IPL 2022: ଫାଫ୍‌ ଡୁପ୍ଲେସିସ୍‌ RCB କ୍ୟାପେଟନ୍‌
author img

By

Published : Mar 12, 2022, 5:34 PM IST

ବେଙ୍ଗାଲୁରୁ: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2022ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର (RCB) ନେତୃତ୍ବ ନେବେ ଫାଫ ଡୁପ୍ଲେସିସ୍‌ । ଶନିବାର ଆରସିବି ଫ୍ରାଞ୍ଚାଇଜ ନିଜର ଅଫିସିଆଲ ଟ୍ବିଟ୍‌ର ଜରିଆରେ ଏହି ଘୋଷଣା କରିଛି ।

ପୂର୍ବରୁ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ରହିଥିଲେ । ମାତ୍ର ଗତ ସେପ୍ଟେମ୍ବରରେ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.