ETV Bharat / sports

ବିଶ୍ବକପ: ଆଫଗାନିସ୍ତାନକୁ 398 ରନର ଟାର୍ଗେଟ ଦେଲା ଇଂଲଣ୍ଡ - AFGANISTAN

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଫଗାନିସ୍ତାନକୁ 398 ରନର ବିଶାଳ ଲକ୍ଷ୍ୟ ଦେଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jun 18, 2019, 6:58 PM IST

ମାଞ୍ଚେଷ୍ଟର: ବିଶ୍ବକପ ଲଢେଇରେ ଘରୋଇ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବଲା ହେଉଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଫଗାନିସ୍ତାନ ସାମ୍ନାରେ 398 ରନର ବିଶାଳ ଲକ୍ଷ୍ୟ ରଖିଛି ।

ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

କ୍ୟାପଟେନ ଇଆନ ମୋର୍ଗାନ ବିଶ୍ବକପ ଇତିହାସର ଅନ୍ୟତମ ଦ୍ରୁତତମ ଶତକ ହାସଲ କରିଛନ୍ତି । ମାତ୍ର 57 ବଲରେ ଶତକ ହାସଲ କରିଥିଲେ ମୋର୍ଗାନ । 70 ବଲରେ 148 ରନର ପାଳି ଖେଳି ଆଉଟ ହୋଇଥିଲେ ମୋର୍ଗାନ ।

ଜନି ବେଷ୍ଟୋ 99 ବଲରେ 90 ରନ କରି ଶତକରୁ ବଞ୍ଚିତ ହୋଇଛନ୍ତି । ଜୋ ରୁଟ ମଧ୍ୟ ଦମଦାର 82 ବଲରେ 88 ରନର ପାଳି ଖେଳିଛନ୍ତି । ଜେସନ ରୟଙ୍କ ସ୍ଥାନରେ ଖେଳୁଥିବା ଜେମ୍ସ ଭିନ୍ସ 31 ବଲରୁ 26 କରିପାରିଛନ୍ତି ।

ତେବେ ଶେଷ ଭାଗରେ ମାତ୍ର 9 ବଲରୁ 4ଟି ଛକା ଓ ଗୋଟିଓ ଚୌକା ସହ ବିସ୍ପୋରକ 31 କରି ମୋଇନ ଅଲ୍ଲୀ ଇଂଲଣ୍ଡର ସ୍କୋର 397 ରନରେ ପହଞ୍ଚାଇଥିଲେ ।

Intro:Body:

dgd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.