ETV Bharat / sports

WI vs SL: 6 ବଲ୍‌ରେ 6 ଛକା ମାରିଲେ ପୋଲାର୍ଡ, ଦେଖନ୍ତୁ ଭିଡିଓ

author img

By

Published : Mar 4, 2021, 12:17 PM IST

ଶ୍ରୀଲଙ୍କା ବିପକ୍ଷରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚରେ ଇଂଣ୍ଡିଜର ସିମିତ ଓଭରର ଅଧିନାୟକ କିରଣ ପୋଲାର୍ଡଙ୍କ କମାଲ୍‌ ।

WI vs SL: 6ବଲ୍‌ରେ 6ଟି ଛକା ମାରିଲେ ପୋଲାର୍ଡ, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ: ଶ୍ରୀଲଙ୍କା ବିପକ୍ଷରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚରେ ୱେଷ୍ଟ ଇଣ୍ଡିଜର ସୀମିତ ଓଭରର ଅଧିନାୟକ କିରଣ ପୋଲାର୍ଡ କମାଲ୍‌ କରିଛନ୍ତି । ଅନ୍ତରାଷ୍ଟ୍ରୀୟ କ୍ରିକେଟ ଇତିହାସରେ ଗୋଟିଏ ଓଭରରେ 6ଟି ଛକା ମାରିଥିବା 3ୟ ଖେଳାଳି ପାଲଟିଛନ୍ତି ପୋଲାର୍ଡ ।

  • *6 Sixes in an Over in International Cricket*😱😱😱

    ✅Yuvraj Singh v England 2007
    ✅ Herschelle Gibbs v Netherlands 2017
    ✅ Kieron Pollard v Sri Lanka TODAY!! 💥💥💥💥💥💥 pic.twitter.com/NY2zgucDXB

    — Windies Cricket (@windiescricket) March 4, 2021 " class="align-text-top noRightClick twitterSection" data=" ">

ଏହା ପୂର୍ବରୁ ଯୁବରାଜ ଓ ଗିବ୍ସ ଇଣ୍ଟରନ୍ୟାସନାଲ କ୍ରିକେଟରେ ଗୋଟିଏ ଓଭରରେ 6 ଛକା ମାରିଥିବାର ରେକର୍ଡ କରିଛନ୍ତି ।

ପୋଲାର୍ଡ ଶ୍ରୀଲଙ୍କାର ଅକିଲା ଧନଞ୍ଜୟଙ୍କ ବଲ୍‌ରେ ଛକାର ବର୍ଷା କରିଥିଲା । ମ୍ୟାଚର 6ଷ୍ଠ ଓଭର ଓ ଧନଞ୍ଜୟଙ୍କ 3ୟ ଓଭରର ଥିଲା ।

ଶ୍ରୀଲଙ୍କା ଇଂଣ୍ଡିଜକୁ 132ରନ୍‌ର ଟାର୍ଗେଟ ଦେଇଥିଲା । 13.1 ଓଭରରେ ଇଂଲଣ୍ଡ ଦଳ 6ଓ୍ବିକେଟ ହରାଇ 134ରନ୍‌ କରି ବିଜୟ ହାସଲ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.