ETV Bharat / sports

ଦୀପାବଳିରେ ବିରୁଷ୍କାଙ୍କ ଫଟୋସୁଟ୍‌, ଫ୍ୟାନ୍ସଙ୍କ ଜିଣିଲେ ମନ

ବିରାଟ ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହ ଦୀପାବଳି ସେଲିବ୍ରେସନ କରିଛନ୍ତି । ନିଜର ଫଟୋସୁଟ ସେୟାର କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

author img

By

Published : Oct 28, 2019, 11:45 AM IST

diwali

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଦୀପାବଳି ମନେଇଛନ୍ତି । ଦ.ଆଫ୍ରିକା ସିରିଜ ପରେ ବିରାଟଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ବିରୁଷ୍କା ଦୀପାବଳି ଦିନ ସୋସିଆଲ ମିଡିଆରେ ନିଜର ଫଟୋସୁଟ ଫଟୋ ସେୟାର କରି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି ।

diwali
ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@AnushkaSharma

ତେବେ ସେହିଫଟୋରେ ବିରୁଷ୍କା ଯୋଡି ବେଶ୍‌ ସୁନ୍ଦର ଲାଗୁଛନ୍ତି । ଉଭୟେ ଏଥନିକ ଆଉଟଫିଟ୍‌ରେ ଦେଖାବାକୁ ମୁଳୁଛି । ଅନୁଷ୍କା ମଲ୍ଟିକଲରର ଲେହେଙ୍ଗା ପିନ୍ଧିଥିବା ବେଳେ ବିରାଟ ଧଳା ରଙ୍କର ଡ୍ରେସ ପିନ୍ଧିଥିଲେ ।

diwali
ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@AnushkaSharma

ତେବେ ଫଟୋ ପୋଷ୍ଟର ମାତ୍ର 8ଘଣ୍ଟା ମଧ୍ୟରେ 50ହଜାରରୁ ଅଧିକ ଲାଇକ୍ସ ଓ 3ହଜାରୁ ଅଧିକ କମେଣ୍ଟ ଆସିଥିଲା ।

Intro:Body:

tinkutest

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.