ETV Bharat / sports

ବିଜୟ ହଜାରେ ଟ୍ରଫି: ମହାରାଷ୍ଟ୍ରକୁ ହରାଇଲା ଓଡିଶା - ମହାରାଷ୍ଟ୍ରକୁ ହରାଇଲା ଓଡିଶା

ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ରକୁ 3 ୱିକେଟରେ ପରାସ୍ତ କରିଛି ଓଡିଶା । ଅଧିନାୟକ ଶୁଭ୍ରାଂଶୁ ସେନାପତି 130 ବଲରୁ 8 ଚୌକା ଓ 2 ଛକା ସହାୟତାରେ ଅପରାଜିତ 119 ରନ କରି ଦଳକୁ ବିଜୟୀ କରାଇଛନ୍ତି ।

ଓଡିଶା କ୍ରିକେଟ ଟିମ
author img

By

Published : Oct 7, 2019, 8:54 PM IST

Updated : Oct 13, 2019, 7:56 AM IST

କଟକ: ବିଜୟ ହଜାରେ ଟ୍ରଫିରେ ଓଡିଶାର ବିଜୟ ଅଭିଯାନ ଜାରି । ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ମହାରାଷ୍ଟ୍ରକୁ 3 ୱିକେଟରେ ପରାସ୍ତ କରିଛି ଓଡିଶା । ତେବେ ଏହି ମ୍ୟାଚରେ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଶତକ ବଳରେ ଏହି ବିଜୟ ହାସଲ କରିଛି ଓଡିଶା । ଗତ ମ୍ୟାଚରେ ହିମାଚଳ ପ୍ରଦେଶକୁ 3 ରନରେ ମାତ ଦେଇଥିଲା ଟିମ ଓଡିଶା ।

Vijay HaZare Trophy
ଫଟୋ ସୌଜନ୍ୟ: twitter@BCCIdomestic
ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ମହାରାଷ୍ଟ୍ର ନିର୍ଧାରିତ 50 ଓଭରରେ 8 ୱିକେଟ ହରାଇ 259 ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଓପନର ରାହୁଲ ତ୍ରିପାଠୀ ସର୍ବାଧିକ 69 ରନ କରିଥିଲେ । ଅଧିନାୟକ କେଦାର ଯାଦବ 62 ଓ ଋତୁରାଜ ଗାଇକ୍ବାଡ 39 ରନ କରିଥିଲେ । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ 3 ଟି ୱିକେଟ ଅକ୍ତିଆର କରିଥିଲେ ।260 ରନର ବିଜୟ ଲକ୍ଷ୍ୟକୁ ପିଛାକରିଥିଲା ଓଡିଶା । 49ତମ ଓଭରରେ 3 ୱିକେଟରେ ବିଜୟୀ ହୋଇଥିଲା ଓଡିଶା । ଦଳ ପକ୍ଷରୁ ଅଧିନାୟକ ଶୁଭ୍ରାଂଶୁ ସେନାପତି ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ । 130 ବଲରୁ 8 ଚୌକା ଓ 2 ଛକା ସହାୟତାରେ ଅପରାଜିତ 119 ରନ କରି ଦଳକୁ ବିଜୟ ଦେଇଥିଲେ । ସନ୍ଦୀପ ପଟନାୟକ 27, ଅଭିଷେକ ରାଉତ 24 ଓ ସୁଜିତ ଲେଙ୍କା 26 ରନ କରିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବିଜୟ ହଜାରେ ଟ୍ରଫି ରେ ଓଡିଶା ର ବିଜୟ ଅଭିଯାନ ଜାରି । ଗ୍ରୁପ ଷ୍ଟେଜ ରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରେ ମହାରାଷ୍ଟ୍ର କୁ 3 ୱେକେଟ ରେ ପରାସ୍ତ କରିଛି ଟିମ ଓଡିଶା । ଗତ ମ୍ୟାଚ ରେ ହିମାଚଳ ପ୍ରଦେଶ କୁ 3 ରନ ରେ ମାତ ଦେଇଥିଲା ଟିମ ଓଡିଶା । ତେବେ ଏହି ମ୍ୟାଚ ରେ । ଅଧିନାୟକ ଶୁଭ୍ରାଂଶୁ ସେନାପତି ଙ୍କ ଅପରାଜିତ ଶତକ ବଳରେ ଏହି ବିଜୟ ଧାର୍ଯ୍ୟ କରିଛି ଓଡିଶା ।

ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ମହାରାଷ୍ଟ୍ର ନିର୍ଧାରିତ 50 ଓଭର ରେ 8 ୱେକେଟ ହରାଇ 259 ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଓପନର ରାହୁଲ ତ୍ରିପାଠୀ ସର୍ବାଧିକ 69 ରନ କରିଥିଲା ବେଳେ ଅଧିନାୟକ କେଦାର ଯାଦବ 62 ରନ କରିଥିଲେ । ଏହାବ୍ୟତୀତ ଋତୁରାଜ ଗାଇକ୍ବାଡ 39 ରନ କରିଥିଲେ । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ 3 ଟି ୱେକେଟ ଅକ୍ତିଆର କରିଥିଲେ ।

ଜବାବ ରେ ଧାର୍ଯ୍ୟ ଲକ୍ଷ କୁ 49 ଓଭର ରେ 3 ୱେକେଟ ହାତରେ ଥାଇ ଜିତି ନେଇଥିଲା ଟିମ ଓଡିଶା । ଦଳ ପକ୍ଷରୁ ଅଧିନାୟକ ଶୁଭ୍ରାଂଶୁ ସେନାପତି ଅପରାଜିତ 119 ରନ କରି ଦଳ କୁ ବିଜୟ ଦେଇଥିଲେ । ଏହାସହିତ ସନ୍ଦୀପ ପଟନାୟକ 27 , ଅଭିଷେକ ରାଉତ 24 ଓ ସୁଜିତ ଲେଙ୍କା 26 ରନ କରିଥିଲେ ।

Body:No needConclusion:
Last Updated : Oct 13, 2019, 7:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.