ETV Bharat / sports

‘ମୋଟେରା’ ଷ୍ଟାଡିୟମ ଉଦ୍‌ଘାଟନ କରିବେ ନାହିଁ ଟ୍ରମ୍ପ

author img

By

Published : Feb 21, 2020, 9:11 PM IST

1.10 ଲକ୍ଷ ଲୋକଙ୍କ ଧାରଣ କ୍ଷମତା ରଖୁଥିବା ମୋଟେରା ଷ୍ଟାଡିୟମ ବିଶ୍ବର ସର୍ବବୃହତ ଷ୍ଟାଡିୟମ । ଟ୍ରମ୍ପଙ୍କ ଭାରତ ଗସ୍ତର ଦୁଇ ସପ୍ତାହ ପୂର୍ବରୁ ସେ ଏହି ଷ୍ଟାଡିୟମର ଉଦ୍‌ଘାଟନ କରିବେ ବୋଲି ଶୁଣାଯାଉଥିଲା । ମାତ୍ର ଏବେ ଜିସିଏ ଉପାଧ୍ୟକ୍ଷ ଏନେଇ ସ୍ପଷ୍ଟ କରିଛନ୍ତି । ଟ୍ରମ୍ପ ‘ମୋଟେରା’ ଷ୍ଟାଡିୟମର ଉଦ୍‌ଘାଟନ କରିବେ ନାହିଁ, ସେ କେବଳ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଯିବେ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ଉଦ୍‌ଘାଟନ କରିବେ ନାହିଁ । ଟ୍ରମ୍ପ ‘ମୋଟେରା’ ଷ୍ଟାଡିୟମର ଉଦ୍‌ଘାଟନ କରିବେ ନାହିଁ, ସେ କେବଳ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଯିବେ । ଶୁକ୍ରବାର ଗୁଜରାଟ କ୍ରିକେଟ ଆସୋସିଏସନ(ଜିସିଏ) ସ୍ପଷ୍ଟ କରିଛି ।

1.10 ଲକ୍ଷ ଲୋକଙ୍କ ଧାରଣ କ୍ଷମତା ରଖୁଥିବା ମୋଟେରା ଷ୍ଟାଡିୟମ ବିଶ୍ବର ସର୍ବବୃହତ ଷ୍ଟାଡିୟମ । ଟ୍ରମ୍ପଙ୍କ ଭାରତ ଗସ୍ତର ଦୁଇ ସପ୍ତାହ ପୂର୍ବରୁ ସେ ଏହି ଷ୍ଟାଡିୟମର ଉଦ୍‌ଘାଟନ କରିବେ ବୋଲି ଶୁଣାଯାଉଥିଲା । ମାତ୍ର ଏବେ ଜିସିଏ ଉପାଧ୍ୟକ୍ଷ ଏନେଇ ସ୍ପଷ୍ଟ କରିଛନ୍ତି । ଟ୍ରମ୍ପ ‘ମୋଟେରା’ ଷ୍ଟାଡିୟମର ଉଦ୍‌ଘାଟନ କରିବେ ନାହିଁ, ସେ କେବଳ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଯିବେ ।

ଏଠାରେ ସୂଚନା ଯୋଗ୍ୟ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପଙ୍କ ସହ ତାଙ୍କ ଝିଅ ଓ ଜ୍ବାଇଁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ସୋମବାର ସେ ଗୁଜୁରାଟର ଅହମଦାବଦରେ ପହଞ୍ଚିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.