ETV Bharat / sports

ଆଇପିଏଲ 2021: କୋରୋନାରୁ ସୁସ୍ଥ ହେଲେ ନୀତିଶ ରାଣା

author img

By

Published : Apr 3, 2021, 10:07 PM IST

ଅଭ୍ୟାସକୁ ଫେରିଲେ କୋଲକାତା ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନ(KKR) ନୀତିଶ ରାଣା । ଅଧିକ ପଢନ୍ତୁ...

Rana joins KKR's training session after testing negative for COVID-19
ଆଇପିଏଲ 2021: କୋରୋନାରୁ ସୁସ୍ଥ ହେଲେ ନୀତିଶ ରାଣା

ମୁମ୍ବାଇ: ଅଭ୍ୟାସକୁ ଫେରିଲେ କୋଲକାତା ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନ(KKR) ନୀତିଶ ରାଣା । କୋରୋନା ଭାଇରସରୁ ସୁସ୍ଥ ହେବାପରେ ରାଣା ଟିମ ସହ ସାମିଲ ହୋଇଛନ୍ତି ।

ମାର୍ଚ୍ଚ 22ରେ କୋଭିଡ-19 ପଜିଟିଭ ଚିହ୍ନଟ ହେବାପରେ ତାଙ୍କର କ୍ବାରେଣ୍ଟିନ ଅବଧି ବୃଦ୍ଧି ହୋଇଥିଲା । ମୁମ୍ବାଇରେ ପହଞ୍ଚିବାର ଦିନକ ପରେ କୋରୋନା ରିପୋର୍ଟ ଆସିଥିଲା ।

  • Nitish Rana joined his teammates last evening, after two consecutive negative results for Covid-19 💜

    Having just beaten the virus, he urged everyone to stay safe and take all necessary precautions against Corona virus.@NitishRana_27 #KKRHaiTaiyaarhttps://t.co/G6aVZigXQT

    — KolkataKnightRiders (@KKRiders) April 3, 2021 " class="align-text-top noRightClick twitterSection" data=" ">

ବିସିସିଆଇର ଗାଇଡଲାଇନ ଅନୁଯାୟୀ, ନେଗେଟିଭ ରିପୋର୍ଟକୁ ନଫେରିବା ପର୍ଯ୍ୟନ୍ତ କ୍ବାରେଣ୍ଟିନରେ ରହିବାକୁ ହେବ । ଏହି କ୍ରମରେ ରାଣା 11ତମ ଓ 1ତମ କ୍ବାରେଣ୍ଟିନ ଦିବସରେ ନେଗେଟିଭକୁ ଫେରିଥିଲେ ।

ଏନେଇ କୋଲକାତା ନାଇଟ ରାଇଡର୍ସ ଏକ ଭିଡିଓ ଜାରି କରିବା ସହ ରାଣା, ଟିମ ସହ ବ୍ୟାଟିଂ ଅଭ୍ୟାସ କରୁଥିବା ସୂଚନା ଦେଇଛି ।

ଆଇପିଏଲର ଗତ ସଂସ୍କରଣରେ 14 ମ୍ୟାଚରୁ ରାଣା 352 ରନ ସଂଗ୍ରହ କରିଥିଲେ । ବିଜୟ ହଜାରେ ଟ୍ରଫି ଏକଦିବସୀୟ ଟୁର୍ଣ୍ଣାମେଣ୍ଟରେ 398 ରନ ସହ ଦିଲ୍ଲୀ ପକ୍ଷରୁ ସର୍ବାଧିକ ରନ ହାସଲକାରୀ ବ୍ୟାଟ୍ସମ୍ୟାନ ଥିଲେ ରାଣା ।

ଏପ୍ରିଲ 11ରେ କୋଲକାତା ନାଇଟ ରାଇଡର୍ସ, ଚେନ୍ନାଇରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ 2021ର ପ୍ରଥମ ମ୍ୟାଚ ଖେଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.