ETV Bharat / sports

ଧୋନିଙ୍କ ସହ ଶ୍ରେଷ୍ଠ ମୁହୁର୍ତ୍ତ ମନେ ପକାଇଲେ ଓଝା

author img

By

Published : Aug 16, 2020, 10:41 PM IST

ପୂର୍ବତନ ଭାରତୀୟ କ୍ରିକେଟର ତଥା ଓଡିଆ ଖେଳାଳି ପ୍ରଜ୍ଞାନ ଓଝା ଧୋନିଙ୍କ ସହ ତାଙ୍କର ଶ୍ରେଷ୍ଠ ମୁହୁର୍ତ୍ତ ମନେ ପକାଇଛନ୍ତି ।

ଧୋନିଙ୍କ ସହ ଶ୍ରେଷ୍ଠ ମୁହୁର୍ତ୍ତ ମନେ ପକାଇଲେ ଓଝା
ଧୋନିଙ୍କ ସହ ଶ୍ରେଷ୍ଠ ମୁହୁର୍ତ୍ତ ମନେ ପକାଇଲେ ଓଝା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ଓଡିଆ ଖେଳାଳି ପ୍ରଜ୍ଞାନ ଓଝା ଧୋନିଙ୍କ ସହ ତାଙ୍କର ଶ୍ରେଷ୍ଠ ମୁହୁର୍ତ୍ତ ମନେ ପକାଇଛନ୍ତି । ଏମଏସ ଧୋନି କିପରି କଠିନ ପରିସ୍ଥିତିରେ ତାଙ୍କର ମନୋବଳକୁ ହାଲୁକା କରିଥିଲେ। ବାମହାତୀ ସ୍ପିନର ସେ କଥା କହିଛନ୍ତି ।

ଚଳିତ ବର୍ଷ ପ୍ରାରମ୍ଭରେ ଅବସର ନେଇଥିବା ଓଝା କହିଛନ୍ତି ଯେ, ଝାଡଖଣ୍ଡର ଜନ୍ମିତ ବ୍ୟକ୍ତି, ଯିଏ ନିଜର ଶାନ୍ତ ବ୍ୟବହାର ପାଇଁ ଜଣାଶୁଣା । ଖେଳାଳିମାନଙ୍କୁ ଖୁସି ରଖିବା ପାଇ ସେ କିଛି ବି ମଜାକ୍‌ କି ପାରିନ୍ତି । ସେ କହିଛନ୍ତି ଯେ ଧୋନି କିପରି ଥରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ସମୟରେ ତାଙ୍କୁ ଇଆନ୍ ବେଲଙ୍କ ବିପକ୍ଷରେ ବୋଲିଂ କରିବାକୁ ପ୍ରେରଣା ଦେଇଥିଲେ ।

ଧୋନିଙ୍କ ସହ ସର୍ବୋତ୍ତମ ମୁହୂର୍ତ୍ତ ଥିଲା ଯେତେବେଳେ ଆମେ ଇଂଲଣ୍ଡ ବିପକ୍ଷରେ ଖେଳୁଥିଲୁ । ଏମଏସ ଧୋନି କହିଥିଲେ, ‘ଓଝା, ଇସ୍କି କି ଘଣ୍ଟି ବାଜା ଦେ’ । ଏହା ଏକ ହାସ୍ୟସ୍ପଦ ଥିଲା । ତେବେ ଏକ କଠିନ ପରିସ୍ଥିତିରେ ଆପଣ ଯେତେବେଳେ ଗେମରେ ଫୋକସ ଦେଉଥାନ୍ତି । ସେ ସମସୟରେ ଧୋନି ପରିସ୍ଥିତକୁ ଶାନ୍ତ ରଖିବାକୁ ଏମିତି କହିଥାନ୍ତି ବୋଲି ଓଝା କହିଛନ୍ତି ।

2008 ରୁ 2013 ପର୍ଯ୍ୟନ୍ତ, 33 ବର୍ଷୀୟ ଓଝା ଭାରତୀୟ ଦଳ ପାଇଁ ତାଙ୍କର ସର୍ବଶ୍ରେଷ୍ଠ ମ୍ୟାଚ ଖେଳିଛନ୍ତି । 24ଟି ଟେଷ୍ଟ, 18ଟି ଦିନିକିଆ ଏବଂ 6ଟି ଟି -20 ଖେଳିଛନ୍ତି ଓଡ଼ିଶା ଜନ୍ମିତ ଏହି କ୍ରିକେଟର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.