ETV Bharat / sports

ଭାରତୀୟ କ୍ରିକେଟ ଦଳ ଥିବା ସିଡନୀ ଅଲମ୍ପିକ୍ ପାର୍କ ଠାରୁ 30 କିଲୋମିଟର ଦୂରରେ ବିମାନ ଦୁର୍ଘଟଣା - ଭାରତୀ କ୍ରିକେଟ ଦଳ

ସିଡନୀରେ ପଡିଆରେ ଖସିଗଲା ବିମାନ । ଏହା ଭାରତୀୟ କ୍ରିକେଟ ଦଳ ଥିବା ସିଡନୀ ଅଲମ୍ପିକ୍ ପାର୍କଠାରୁ 30 କିଲୋମିଟର ଦୂରରେ ହୋଇଛି । ଅଧିକ ପଢନ୍ତୁ...

Sydney
ଭାରତୀ କ୍ରିକେଟ ଦଳ ଥିବା ସିଡନୀ ଅଲମ୍ପିକ୍ ପାର୍କ ଠାରୁ 30 କିଲୋମିଟର ଦୂରରେ ବିମାନ ଦୁର୍ଘଟଣା
author img

By

Published : Nov 14, 2020, 10:54 PM IST

ସିଡନୀ: ଭାରତୀୟ କ୍ରିକେଟ ଦଳ ଥିବା ଅଲମ୍ପିକ୍ ପାର୍କ ଠାରୁ ପ୍ରାୟ 30 କିଲୋମିଟର ଦୂରରେ ବିମାନ ଦୁର୍ଘଟଣା । ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ସିଡନୀ ଅଲମ୍ପିକ ପାର୍କରେ କ୍ବାରେଣ୍ଟାଇନରେ ରହିଛନ୍ତି ।

ଶନିବାର ଦିନ କ୍ରୋମର ପାର୍କରେ ଫୁଟବଲ ଖେଳୁଥିବା ବେଳେ ଏକ ହାଲୁକା ବିମାନ ପଡ଼ିଆକୁ ଖସିଯାଇଥିଲା । ଏହାପରେ ସେଠାରେ ଥିବା ଖେଳାଳି ମାନେ ପଳାଇ ଯାଇଥିଲେ । ସ୍ଥାନୀୟ କ୍ରିକେଟର ଏବଂ ଫୁଟବଲ ଖେଳାଳିମାନେ ଭୟଭୀତ ହୋଇଯାଇଥିଲେ । ବିମାନଟି ପଡ଼ିଆରୁ ପୁଣି ଯିବା ପରେ କ୍ରିକେଟ୍ ଏବଂ ଫୁଟବଲ୍ ମ୍ୟାଚ୍ ପୁନଃ ଚାଲିଥିଲା ।

କ୍ରୋମର କ୍ରିକେଟ୍ କ୍ଲବ୍ର ବରିଷ୍ଠ ଉପସଭାପତି ଗ୍ରେଗ ରୋଲିନ୍ସ ନ୍ୟୁଜିଲ୍ୟାଣ୍ଡର ଦୈନିକ ଏକ ବିବୃତ୍ତିରେ କହିଛନ୍ତି ଯେ "ମୁଁ ଶେଡରେ ଥିବା ଯୁବକମାନଙ୍କୁ ପାଟି କରିଥିଲି, ମୁଁ କେବଳ ଦଉଡ଼ିବା କଥା କହିଥିଲି। ବିମାନର ଦୁଇଜଣ ବ୍ୟକ୍ତି ଥିଲେ ଏହା ଏକ ଫ୍ଲାଇଙ୍ଗ ସ୍କୁଲର ହୋଇଥିବାବେଳେ ଏହାର ଇଞ୍ଜିନ ମଧ୍ୟଭାଗରେ ଅଟକି ରହିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.