ETV Bharat / sports

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ପାକିସ୍ତାନ ଦଳ ଘୋଷିତ, ହାଫିଜ ବାଦ - ପାକିସ୍ତାନ

ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଶନିବାର ପାକିସ୍ତାନ 15 ଜଣିଆ ଦଳ ଘୋଷଣା କରିଛି । ମାତ୍ର ଦଳର ଭେଟରାନ ବ୍ୟାଟ୍ସମ୍ୟାନ ମହମ୍ମଦ ହାଫିଜଙ୍କୁ ଦଳରେ ସ୍ଥାନ ମିଳିନାହିଁ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Sep 21, 2019, 10:57 PM IST

ଲାହୋର: ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଶନିବାର ପାକିସ୍ତାନ 15ଜଣିଆ ଦଳ ଘୋଷଣା କରିଛି । ମାତ୍ର ଦଳର ଭେଟରାନ ବ୍ୟାଟ୍ସମ୍ୟାନ ମହମ୍ମଦ ହାଫିଜଙ୍କୁ ଦଳରେ ସ୍ଥାନ ମିଳି ନାହିଁ । ତେବେ ବହୁ ଦ୍ବନ୍ଦ୍ବ ପରେ ପାକିସ୍ତାନ ଗସ୍ତରେ ଆସୁଛି ଶ୍ରୀଲଙ୍କା ।

ତେବେ ଶେଷଥର ପାଇଁ ପାକିସ୍ତାନ ବିଶ୍ବକପ ଦଳରେ 5ମ ଖେଳାଳି ଭାବେ ସାମିଲ ଥିଲେ ମହମ୍ମଦ ହାଫିଜ । ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । ସେହିପରି ଟିମରେ ଅହମ୍ମଦ ଶେହଜାଦ୍, ଫହୀମ୍ ଅସରଫ୍, ହସନ୍ ଅଲୀ ଓ ଉମର ଅକମଲଙ୍କୁ ସ୍ଥାନ ମିଳିନାହିଁ । ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଆସନ୍ତା 27 ତାରିଖରୁ ଲାହୋରରେ ଆରମ୍ଭ ହେବ ।

ତେବେ ନୂଆ କୋଚ୍ ଓ ମୁଖ୍ୟ ଚୟନକର୍ତ୍ତା ମିସବା-ଉଲ୍-ହକ୍ କହିଛନ୍ତି, ହାଫିଜ୍‌ କାରବିଆନ ପ୍ରିମିୟର ଲିଗ ପାଇଁ ଦଳରୁ ବାଦ ପଡିଛନ୍ତି । ମାତ୍ର ସେ ଆମ ଯୋଜନା ପରିସରରେ ରହିଛନ୍ତି ।

  • ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ, ବାବର ଆଜମ, ଆବିଦ୍ ଅଲୀ, ଆସିଫ୍ ଅଲୀ, ଫକର ଜମାନ୍, ଇମାମ୍-ଉଲ୍-ହକ୍, ହାରିସ୍ ସୋହେଲ, ମହମ୍ମଦ ହସନେନ୍, ଇଫତିକାର ଅଲୀ, ଇମାଦ୍ ୱାସିମ୍, ମହମ୍ମଦ ଆମୀର, ମହମ୍ମଦ ରିଜୱାନ୍, ଶବାଦ୍ ଖାନ୍, ମହମ୍ମଦ ନୱାଜ, ଉସମାନ୍ ଶିନୱାରୀ, ୱହାବ ରିଆଜ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.