ETV Bharat / sports

ଅନଲାଇନ ଜୁଆ ଖେଳକୁ ସମର୍ଥନ: କୋହଲି-ତମନ୍ନା-ପ୍ରକାଶ ରାଜଙ୍କୁ ନୋଟିସ

author img

By

Published : Nov 3, 2020, 9:13 PM IST

ମଦରୁାଇ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି । ଅନଲାଇନ ଜୁଆ ଖେଳକୁ ସମର୍ଥନ ଦେଉଥିବାରୁ ବିରାଟ କୋହଲି, ଅଭିନତା ପ୍ରକାଶ ରାଜ, ତମନା ଓ ରାଣା ଦଗୁବତିଙ୍କୁ ନୋଟିସ । ଅଧିକ ପଢନ୍ତୁ...

Notice sent to Kohli, Tamannaah, Rana Daggubati for endorsing online Gambling Games
ଅନଲାଇନ ଜୁଆ ଖେଳକୁ ସମର୍ଥନ, କୋହଲି, ତମନ୍ନା ପ୍ରକାଶ ରାଜଙ୍କୁ ନୋଟିସ

ମଦୁରାଇ: ମଦରୁାଇ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି । ଅନଲାଇନ ଜୁଆ ଖେଳକୁ ସମର୍ଥନ ଦେଉଥିବାରୁ ବିରାଟ କୋହଲି, ଅଭିନତା ପ୍ରକାଶ ରାଜ, ତମନା ଓ ରାଣା ଦଗୁବତିଙ୍କୁ ନୋଟିସ । ସାଧାରଣ ଲୋକଙ୍କ ଉପରେ ଏହି ଅନଲାଇନ ଗେମ ଗୁଡିକର କୁପ୍ରଭାବ ରହିଥିବା ଜାଣି ମଧ୍ୟ ଭ୍ରମିତ କରୁଥିବା ଅଭିଯୋଗ ହୋଇଛି ।

ଏନେଇ ଏକ ଜନସ୍ବାର୍ଥ ମାମଲା ମଦୁରାଇ ହାଇକୋର୍ଟରେ ଦାଖଲ ହୋଇଥିଲା । ଆବେଦନକାରୀ ମଦୁରାଇ ନିବାସୀ ମହମ୍ମଦ ରାସବି ବାଲି ଜଣାପଡିଛି ।

ଏଥିରେ ତାମିଲନାଡୁରେ ଅନଲାଇନ ଜୁଆ ଖେଳକୁ ବ୍ୟାନ କରିବାକୁ ଦାବି ହୋଇଛି । ଜଷ୍ଟିସ ପୁଗାଜେନ୍ଧି ଓ ଜଷ୍ଟିସ କିରୁବାକରଣଙ୍କ ନେତୃତ୍ବରେ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲା ବିଚାର କରୁଛନ୍ତି ।

ଅନେକ ସେଲିବ୍ରିଟି ଅର୍ଥ ରୋଜଗାର ଆଶାରେ ଏହିଭଳି କାର୍ଯ୍ୟ କରୁଛନ୍ତି, ମାତ୍ର ସମାଜ ଉପରେ କୁପ୍ରଭାବ ଓ ସାଧାରଣ ଲୋକଙ୍କ ହିତକୁ ଅଣଦେଖା କରୁଛନ୍ତି । ଯେହେତୁ ଏହି ଷ୍ଟାର ମାନେ ସେଲିବ୍ରେଟି, ସେଥିପାଇଁ ଲୋକେ ତାଙ୍କ ପ୍ରଚାରରେ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା କୋର୍ଟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.