ETV Bharat / sports

ୟୁଏଇରେ ଆଇପିଏଲ-2020, ଭାରତ ସରକାରଙ୍କ ଅନୁମତିକୁ ଅପେକ୍ଷା

ଆଇପିଏଲ 2020 ନେଇ ସ୍ପଷ୍ଟକଲେ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ । ୟୁଏଇରେ ଖେଳାଯିବ ଆଇପିଏଲ 2020 ।

It will be a full-fledged IPL most likely in the UAE: Brijesh Patel
'ୟୁଏଇରେ ଆଇପିଏଲ-2020, ଭାରତ ସରକାରଙ୍କ ଅନୁମତିକୁ ଅପେକ୍ଷା'
author img

By

Published : Jul 21, 2020, 7:58 PM IST

ନୂଆଦିଲ୍ଲୀ: ଆଇପିଏଲ 2020 ନେଇ ସ୍ପଷ୍ଟକଲେ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ । ଆଇପିଏଲର 13ତମ ସଂସ୍କରଣ ଆୟୋଜନ ନେଇ ଆସିଲା ବଡ ବୟାନ । ୟୁଏଇରେ ଖେଳାଯିବ ଆଇପିଏଲ 2020 । ଏନେଇ ସ୍ପଷ୍ଟ କରିଛନ୍ତି ଆଇପିଏଲ ଚେୟାରମ୍ୟାନ ।

ୟୁଏଇରେ ଆଇପିଏଲ-2020, ଭାରତ ସରକାରଙ୍କ ଅନୁମତିକୁ ଅପେକ୍ଷା
ୟୁଏଇରେ ଆଇପିଏଲ-2020, ଭାରତ ସରକାରଙ୍କ ଅନୁମତିକୁ ଅପେକ୍ଷା

ତେବେ ଦୁବାଇରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଭାରତ ସରକାରଙ୍କ ଅନୁମତି ଲୋଡିଛି ଆଇପିଏଲ ସାଧାରଣ ପରିଷଦ । ଅନୁମତି ମିଳିବା ପରେ ଆୟୋଜନ ନେଇ ଆଗାମୀ ରଣନୀତି ସ୍ପଷ୍ଟ ହେବ ବୋଲି ବ୍ରିଜେଶ ପଟେଲ କହିଛନ୍ତି ।

ଆଇସିସିର ଟି-20 ବିଶ୍ବକପ ସ୍ଥଗିତ ଘୋଷଣା ଆଇପିଏଲ ପାଇଁ ପଥ ପରିଷ୍କାର ହୋଇଛି । ଅକ୍ଟୋବର 18ରୁ ନଭେମ୍ବର 15 ମଧ୍ୟରେ ଅଷ୍ଟ୍ରେଲିଆରେ ଟି-20 ବିଶ୍ବକପ ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ମହାମାରୀ କୋରୋନା ଭାଇରସ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ମେଗା ଇଭେଣ୍ଟକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.