ETV Bharat / sports

ଆଇପିଏଲ 13: ଚହଲଙ୍କ ପାଖରେ ପର୍ପଲ କ୍ୟାପ, ଅଗ୍ରୱାଲଙ୍କୁ ଅରେଞ୍ଜ କ୍ୟାପ

author img

By

Published : Oct 4, 2020, 9:21 PM IST

ଟୁର୍ଣ୍ଣାମେଣ୍ଟର 16ତମ ମୁକାବିଲା ଶେଷ ପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୟୁଜଭେନ୍ଦ୍ର ଚହଲ ପର୍ପଲ କ୍ୟାପ ବିଜେତା ରହିଛନ୍ତି । ଏଥିସହିତ କିଙ୍ଗ୍ସ ଇଲେଭେନ ପଞ୍ଜାବର ମୟଙ୍କ ଅଗ୍ରୱାଲ ଅରେଞ୍ଜ କ୍ୟାପ ବିଜେତା ରହିଛନ୍ତି ।

ଆଇପିଏଲ 13: ଚହଲଙ୍କ ପାଖରେ ପର୍ପଲ କ୍ୟାପ, ଅଗ୍ରୱାଲଙ୍କୁ ଅରେଞ୍ଜ କ୍ୟାପ
ଆଇପିଏଲ 13: ଚହଲଙ୍କ ପାଖରେ ପର୍ପଲ କ୍ୟାପ, ଅଗ୍ରୱାଲଙ୍କୁ ଅରେଞ୍ଜ କ୍ୟାପ

ଶାରଜାହ: ରୋମାଞ୍ଚକରା ମୁକାବିଲା ସହ ଆଗେଇ ଚାଲିଛି ଇଣ୍ଡିଆନ ପ୍ରିମିୟର ଲିଗର 13ତମ ସଂସ୍କରଣ । ଟୁର୍ଣ୍ଣାମେଣ୍ଟର 16ତମ ମୁକାବିଲା ଶେଷ ପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୟୁଜଭେନ୍ଦ୍ର ଚହଲ ପର୍ପଲ କ୍ୟାପ ବିଜେତା ରହିଛନ୍ତି । ଏଥିସହିତ କିଙ୍ଗ୍ସ ଇଲେଭେନ ପଞ୍ଜାବର ମୟଙ୍କ ଅଗ୍ରୱାଲ ଅରେଞ୍ଜ କ୍ୟାପ ବିଜେତା ରହିଛନ୍ତି ।

IPL 13: Chahal claims Purple Cap, Agarwal holds on to Orange Cap

ଆବୁଧାବିରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ ପରେ ମହମ୍ମଦ ସାମିଙ୍କୁ ଟପିଛନ୍ତି ଚହଲ । ଶନିବାର ଅପରାହ୍ନରେ ଚହଲ 24 ରନ ବ୍ୟୟ କରି 3 ୱିକେଟ ହାସଲ କରିଥିଲେ । ଚହଲ, ସାମି ଓ ରବାଡା 8ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ତେବେ ଇକୋନୋମି ରେଟରେ ଚହଲ ଆଗରେ ଥିବା ଯୋଗୁଁ ବାଙ୍ଗାଲୋର ସ୍ପିନର ଶୀର୍ଷରେ ରହିଛନ୍ତି ।

ମୟଙ୍କ ଅଗ୍ରୱାଲ

ଅନ୍ୟପଟେ ମୟଙ୍କ ଅଗ୍ରୱାଲ ଅଧକ ରନ ସଂଗ୍ରହ ତାଲିକାର ଶୀର୍ଷରେ ରହିଛନ୍ତି । 4ଟି ମ୍ୟାଚରୁ 246 ରନ ସହ ତାଲିକାର ଶୀର୍ଷରେ ରହିଛନ୍ତି ମୟଙ୍କ । କେଏଲ ରାହୁଲ 239 ରନ ସହ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । 195 ରନ ସହ ତାଲିକାର ଶୀର୍ଷରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ଫାଫ ଡୁ ପ୍ଲେସିସ ।

ୟୁଜଭେନ୍ଦ୍ର ଚହଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.