ETV Bharat / sports

CPL: ଡାରେନ ସାମିଙ୍କୁ ସେଣ୍ଟ୍ ଲୁସିଆ ଜୋଉକସ୍ ର କ୍ୟାପଟେନ ଭାର

2020 ସଂସ୍କରଣର କାରବିୟନ ପ୍ରିମିୟର ଲିଗରେ ପୂର୍ବତନ ୱେଷ୍ଟଇଣ୍ଡିଜ କ୍ୟାପଟେନ ଡାରେନ ସାମିଙ୍କୁ ମିଳିଛି ଏକ ନୂଆ ଦାୟିତ୍ବ । ସିପିଏଲ ଫ୍ରାଞ୍ଚଇଜ ସେଣ୍ଟ୍ ଲୁସିଆ ଜୋଉକସ୍ ର କ୍ୟାପଟେନ ନିଯୁକ୍ତ ହୋଇଛନ୍ତି ଭେଟେରାନ ଡାରେନ ସାମି ।

author img

By

Published : Apr 23, 2020, 2:42 PM IST

Daren Sammy to captain St Lucia Zouks in CPL
CPL: ଡାରେନ ସାମିଙ୍କୁ ସେଣ୍ଟ୍ ଲୁସିଆ ଜୋଉକସ୍ ର କ୍ୟାପଟେନ ଭାର

ସେଣ୍ଟ୍ ଲୁସିଆ: 2020 ସଂସ୍କରଣର କାରବିୟନ ପ୍ରିମିୟର ଲିଗରେ ପୂର୍ବତନ ୱେଷ୍ଟଇଣ୍ଡିଜ କ୍ୟାପଟେନ ଡାରେନ ସାମିଙ୍କୁ ମିଳିଛି ଏକ ନୂଆ ଦାୟିତ୍ବ । ସିପିଏଲ ଫ୍ରାଞ୍ଚଇଜ ସେଣ୍ଟ୍ ଲୁସିଆ ଜୋଉକସ୍ ର କ୍ୟାପଟେନ ନିଯୁକ୍ତ ହୋଇଛନ୍ତି ଭେଟେରାନ ଡାରେନ ସାମି । ଏନେଇ କୋଚ ଟିମର କୋଚ ଆଣ୍ଡେ ଫ୍ଳାୱାର ଏକ ଅଫିସିଆଲ ଘୋଷଣାନାମାରେ ସୂଚନା ଦେଇଛନ୍ତି ।

ପୂର୍ବରୁ ସାମିଙ୍କ କ୍ୟାପଟେନ ଦାୟିତ୍ବରେ ଥିବାବେଳେ ସେ କୋଚ ରହିସାରିଥିବା କହିଛନ୍ତି କୋଚ ଆଣ୍ଡେ ପ୍ଳାୱାର । ପାକିସ୍ତାନ ସୁପର ଲିଗର ପେସୱାର ଟିମର କ୍ୟାପଟେନ ଥିଲେ ଡାରେନ ସାମି ଓ କୋଚ ରହିଥିଲେ ଆଣ୍ଡେ ପ୍ଳାୱାର ।

ଆଗାମୀ ସିପିଏଲ ସଂସ୍କରଣରେ ସାମିଙ୍କ ନେତୃତ୍ବରେ ଟିମର ଭଲ ପ୍ରଦର୍ଶନ ନେଇ ଆଶାବାଦୀ ତିବା କହିଛନ୍ତି ସେଣ୍ଟ୍ ଲୁସିଆ ଜୋଉକସ୍ କୋଚ ଆଣ୍ଡେ ଫ୍ଳାୱାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.