ETV Bharat / sports

CPL: ନେଭିସ ପାଟ୍ରିଓଟସ କ୍ୟାମ୍ପରେ ଦିନେଶ ରାମଦିନ, ବ୍ରାଥୱେଟ ଆଉଟ

କାରବିୟନ ପ୍ରିମିୟର ଲିଗ(CPL)ରେ ନୂଆ ଫ୍ରାଞ୍ଚାଇଜ ସହ ଯୋଡି ହୋଇଛନ୍ତି ୱେଷ୍ଟଇଣ୍ଡିଡଜ ୱିକେଟକିପର ବ୍ୟାଟ୍ସମ୍ୟାନ ଦିନେଶ ରାମଦିନ । ସେଣ୍ଟ୍- କିଟିସ ଓ ନେଭିସ ପାଟ୍ରିଓଟସ କ୍ୟାମ୍ପରେ ଯୋଗ ଦେଇଛନ୍ତି ରାମଦିନ ।

author img

By

Published : May 7, 2020, 1:25 PM IST

CPL: Dinesh Ramdin joins st.kitts & Nevis patriots; Carlos Brathwaite
CPL: ନେଭିସ ପାଟ୍ରିଓଟସ କ୍ୟାମ୍ପରେ ଦିନେଶ ରାମଦିନ, ବ୍ରାଥୱେଟ ଆଉଟ

ହାଇଦ୍ରାବାଦ: କାରବିୟନ ପ୍ରିମିୟର ଲିଗ(CPL)ରେ ନୂଆ ଫ୍ରାଞ୍ଚାଇଜ ସହ ଯୋଡି ହୋଇଛନ୍ତି ୱେଷ୍ଟଇଣ୍ଡିଡଜ ୱିକେଟକିପର ବ୍ୟାଟ୍ସମ୍ୟାନ ଦିନେଶ ରାମଦିନ । ସେଣ୍ଟ୍- କିଟିସ ଓ ନେଭିସ ପାଟ୍ରିଓଟସ କ୍ୟାମ୍ପରେ ଯୋଗ ଦେଇଛନ୍ତି ରାମଦିନ । ତେବେ ପୂର୍ବରୁ କ୍ୟାପଟେନ ଥିବା କାର୍ଲସ ବ୍ରାଥୱେଙ୍କୁ ନିଲାମ ପୂର୍ବରୁ ସୁରକ୍ଷିତ ରଖିନାହିଁ ସେଣ୍ଟ୍- କିଟିସ ଓ ନେଭିସ ପାଟ୍ରିଓଟସ । ବ୍ରାଥୱେଟଙ୍କ ସହ କୋଚ ରବିନ ସିଂଙ୍କ ସ୍ଥାନ ମଧ୍ୟ ସମାନ ଭାବେ ସୁରକ୍ଷିତ ହୋଇନାହିଁ ।

ଦିନେଶ ରାମଦିନ ପୂର୍ବରୁ ତ୍ରିନବାଗୋ ନାଇଟ ରାଇଡର୍ସର କ୍ୟାପଟେନ ରହିଥିଲେ । ତାଙ୍କ ନେତୃତ୍ବରେ ନାଇଟ ରାଇଡର୍ସ 2017 ଓ 2018 ସିପିଏଲ ଟ୍ରଫି ବିଜେତା ରହିଛି ।

ସେଣ୍ଟ୍- କିଟିସ ଓ ନେଭିସ ପାଟ୍ରିଓଟସ ମୋଟ 7ଜଣ ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ସ୍ଥାନ ସୁରକ୍ଷିତ ରଖିଛି । ଏହି ଖେଳାଳିଙ୍କ ମଧ୍ୟରେ, ସେଲଡନ କଟ୍ରେଲ, ଫାବିଏଲ ଆଲେନ, ଇଭିନ ଲୁଇସ, ଆଲଜରି ଜୋସେଫ, ଡୋମିନିକ ଡ୍ରାକସ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.