ETV Bharat / sports

CPL: ସେଣ୍ଟଲୁସିଆ ଜୋଉକସ୍ କ୍ୟାମ୍ପରେ କ୍ରିସ ଗେଲ୍

author img

By

Published : Apr 23, 2020, 11:12 AM IST

କାରବିୟନ ପ୍ରିମିୟର ଲିଗ(CPL)ର ସେଣ୍ଟଲୁସିଆ ଜୋଉକସ୍ ଟିମ ସହ ଯୋଡିହୋଇଛନ୍ତି ୱେଷ୍ଟଇଣ୍ଡିଜର ବିସ୍ପୋଟକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ । ପୂର୍ବରୁ ଜାମାଇକା ତଲୱାସ ଟିମର ସଦସ୍ୟ ଥିଲେ ଗେଲ୍ ।

CPL: Chris Gayle joins St Lucia Zouks after jamaica Tallawahs releases him
CPL: ସେଣ୍ଟଲୁସିଆ ଜୋଉକସ୍ କ୍ୟାମ୍ପରେ କ୍ରିସ ଗେଲ୍

ହାଇଦ୍ରାବାଦ: କାରବିୟନ ପ୍ରିମିୟର ଲିଗ(CPL)ର ସେଣ୍ଟଲୁସିଆ ଜୋଉକସ୍ ଟିମ ସହ ଯୋଡିହୋଇଛନ୍ତି ୱେଷ୍ଟଇଣ୍ଡିଜର ବିସ୍ପୋଟକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ । ପୂର୍ବରୁ ଜାମାଇକା ତଲୱାସ ଟିମର ସଦସ୍ୟ ଥିଲେ ଗେଲ୍ । ମାତ୍ର ଫ୍ରାଞ୍ଚାଇଜ ଚଳିତ ଥର ଗେଲ୍ଙ୍କ ସମେତ ଏକାଧିକ ଖେଳାଳିଙ୍କୁ ଟିମରୁ ଅପସାରଣ କରିଛି । ଫଳରେ ନୂଆ କ୍ୟାମ୍ପରେ ଯୋଗଦେଇଛନ୍ତି ପାୱର ହିଟର କ୍ରିସ ଗେଲ ।

ପୂର୍ବରୁ ଜାମାଇକା ତଲୱାସ ପକ୍ଷରୁ ଖେଳି 2017ରେ ଫାଇନାଲ ସମେତ 2ଥର CPL ଚମ୍ପିଆନ ଟିମର ସଦସ୍ୟ ରହିଛନ୍ତି ଗେଲ୍ । ଟି-20 କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ସହ ଶତକହାସଲକାରୀ ବ୍ୟାଟ୍ସମ୍ୟାନ ରହିଛନ୍ତି ଗେଲ୍ । ଏଥିସହିତ 2,344 ରନ ସହ ସିପିଏଲର ମଧ୍ୟ ଶ୍ରେଷ୍ଠ ରନ ହାସଲକାରୀ ଖେଳାଳି ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.