ETV Bharat / sports

ଟିମ ଇଣ୍ଡିଆ କରିବ ଇଣ୍ଡୋର ଓ୍ବାର୍କ ଆଉଟ୍‌

author img

By

Published : Mar 25, 2020, 9:45 PM IST

ଟିମ୍‌ ଇଣ୍ଡିଆ ଘରେ ରହି ଇଣ୍ଡୋର ଓ୍ବାର୍କ ଆଉଟ କରିବେ । ଭାରତୀୟ ଟିମ ହେଡ ଷ୍ଟ୍ରେନ୍ଥ କୋଚ ନିକ୍‌ ଓ୍ବେବ ଫିଜିୟୋ ନିତିନ ପଟେଲ ସହ ମିଶି ଭାରତୀୟ ଟିମ ଖେଳାଳିଙ୍କ ପାଇଁ ଇଣ୍ଡୋର ଓ୍ବାର୍କ ଆଉଟ ପ୍ଲାନ ପ୍ରସ୍ତୁତ କରିଛନ୍ତି ।

covid-19
ଟିମ ଇଣ୍ଡିଆ କରିବ ଇଣ୍ଡୋର ଓ୍ବାର୍କ ଆଉଟ୍‌

ନୂଆଦିଲ୍ଲୀ: କୋରୋନାଭାଇରାସ କାରଣରୁ ଭାରତ ସରକାର 21ଦିନ ପାଇଁ ଦେଶକୁ ଲକ୍‌ ଡାଉନ୍‌ କରିଛନ୍ତି । ଏହି ସମୟରେ ଭାରତୀୟ କ୍ରିକେଟର୍ସ ଘରେ ରହି ନିଜ ପରିବାର ସହ ସମୟ ଅତିବାହିତ କରୁଛନ୍ତି ।

covid-19
ଭାରତୀୟ କ୍ରିକେଟ ଦଳ

ତେବେ ଭାରତୀୟ ଟିମ ହେଡ ଷ୍ଟ୍ରେନ୍ଥ ଏଣ୍ଡ କଣ୍ଡିସନିଙ୍ଗ କୋଚ ନିକ୍‌ ଓ୍ବେବ ଫିଜିୟୋ ନିତିନ ପଟେଲଙ୍କ ସହ ମିଶି ଭାରତୀୟ ଟିମର ଖେଳାଳିଙ୍କ ପାଇଁ ଇଣ୍ଡୋର ଓ୍ବାର୍କ ଆଉଟ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଯାହାଦ୍ବାରା ସମସ୍ତ ଖେଳାଳି ଫିଟ ରହିବେ ।

ଅଧିକାରୀ ସୁତ୍ର ଅନୁସାରେ, ସମସ୍ତ ଖେଳାଳିଙ୍କୁ ଏକ ବିଶେଷ ଫିଟନେସ ରୁଟିନ୍‌ ଦିଆଯାଇଛି ଓ ଏହାର ସୂଚନା ଓ୍ବେବ ଓ ପଟେଲଙ୍କୁ ଦେବେ । ତେବେ ଏହି ରୁଟିନ ଖେଳାଳିଙ୍କ କହିବାମୁତାବକ ପ୍ରସ୍ତୁତ ହୋଇଛି । ଯେପରି କୋହଲିଙ୍କୁ ଭାରି ଓଜନ ଉଠେଇବାର ଓ୍ବାର୍କ ଆଉଟ୍‌ କରିବା ପସନ୍ଦ ।

ମଙ୍ଗଳବାର ପୂରା ଦେଶକୁ 21ଦିନ ଯାଏଁ ଲକ୍‌ ଡାଉନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.