ETV Bharat / sports

ସିନ୍ଧ ହାଇକୋର୍ଟରେ ଲେଗସ୍ପିନର ଦାନିଶ କାନେରିଆଙ୍କ ଯାଚିକା ଦାଏର

author img

By

Published : Dec 10, 2020, 10:51 PM IST

ଦାନିଶ କାନେରିଆ ପାକିସ୍ତାନ ପକ୍ଷରୁ 61 ଟେଷ୍ଟ ଖେଳି 261 ୱିକେଟ ଅକ୍ତିଆର କରିଛନ୍ତି । ଅଧିକ ପଢନ୍ତୁ....

Banned Kaneria files petition in Sindh High court, seeks PCB's permission to undergo rehab
ସିନ୍ଧ ହାଇକୋର୍ଟରେ ଲେଗସ୍ପିନର ଦାନିଶ କାନେରିଆଙ୍କ ଯାଚିକା ଦାୟର

କରାଚୀ: ସିନ୍ଧ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି କ୍ରିକେଟରୁ ବାସନ୍ଦ ହୋଇଥିବା ଟେଷ୍ଟ ଲେଗ ସ୍ପିନର ଦାନିଶ କାନେରିଆ ।

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଖେଳାଳିଙ୍କ ପାଇଁ ପୁନର୍ବାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପାକିସ୍ତାନ କ୍ରିକେଟ ବୋର୍ଡର ଅନୁମତି ପାଇଁ କୋର୍ଟରେ ଯାଚିକା ଦାଏର କରିଛନ୍ତି କାନେରିଆ ।

Banned Kaneria files petition in Sindh High court, seeks PCB's permission to undergo rehab
ଦାନିଶ କାନେରିଆ

କାନେରିଆ ପାକିସ୍ତାନ ପକ୍ଷରୁ 61 ଟେଷ୍ଟ ଖେଳି 261 ୱିକେଟ ଅକ୍ତିଆର କରିଛନ୍ତି ।

ତେବେ ଇଂଲିସ କାଉଣ୍ଟି ଚମ୍ପିଆନସିପ ପ୍ରୋ ଲିଗ ମ୍ୟାଚରେ ସ୍ପଟ ଫିକ୍ସିଂ ପ୍ରୟାସ କରିଥିବା ଦୁଇଟି ଭିନ୍ନ ମାମଲାରେ ବର୍ଷ 2012ରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି) ଦ୍ବାରା ସମସ୍ତ ପ୍ରକାର କ୍ରିକେଟରୁ ଆଜୀବନ ବାସନ୍ଦ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.