ETV Bharat / sports

ଶୁଭେଚ୍ଛୁଙ୍କୁ ନିଆରା ଅନ୍ଦାଜରେ ଧନ୍ୟବାଦ ଜଣାଇଲେ ଅନୁଷ୍କା

author img

By

Published : Sep 21, 2020, 10:53 PM IST

32 ବର୍ଷୀୟା ଅନୁଷ୍କା, ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଥମ ଥର ମା' ହେବାକୁ ଯାଉଥିବା ନେଇ ଶୁଭେଚ୍ଛା ଜଣାଇଥିବା ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Anushka Sharma flaunts baby bump, strikes happy pose in pool
ଶୁଭେଚ୍ଛୁଙ୍କୁ ନିଆରା ଅନ୍ଦାଜରେ ଧନ୍ୟବାଦ ଜଣାଇଲେ ଅନୁଷ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଫ୍ୟାନ୍ସଙ୍କ ପାଇଁ ସୋମବାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନୂଆ ଫଟୋ ପୋଷ୍ଟ କରିଛନ୍ତି । ଅନୁଷ୍କା ପ୍ରଥମ ସନ୍ତାନର ମା' ହେବାକୁ ଯାଉଛନ୍ତି ।

32 ବର୍ଷୀୟା ଅନୁଷ୍କା, ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଥମ ଥର ମା' ହେବାକୁ ଯାଉଥିବା ନେଇ ଶୁଭେଚ୍ଛା ଜଣାଇଥିବା ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଅନୁଷ୍କାଙ୍କ ଏହି ପୋଷ୍ଟରେ ଅନ୍ୟ ବଲିଉଡ ଅଭିନେତ୍ରୀ ମଧ୍ୟ ପ୍ରତିକ୍ରିୟା ରଖିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଜାନୁଆରୀ 2021ରେ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା ପ୍ରଥମ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.