ETV Bharat / sports

ଟିମ ଇଣ୍ଡିଆକୁ ମାତ୍‌ ଦେବାକୁ ଦ.ଆଫ୍ରିକାକୁ ସାହାଯ୍ୟ କରିବେ ଭାରତୀୟ ଖେଳାଳୀ

author img

By

Published : Sep 10, 2019, 5:09 AM IST

କ୍ରିକେଟ ସାଉଥ ଆଫ୍ରିକା(ସିଏସଏ) ଅମୋଲ ମଜୁମଦାରଙ୍କୁ ଅନ୍ତରୀଣ କୋଚ ଭାବେ ନିଯୁକ୍ତ ଦେଇଛନ୍ତି।  ଏନେଇ ସେ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଟେଷ୍ଟ ମ୍ୟାଚରେ ଭାରତୀୟ ଦଳକୁ ମାତ୍‌ ଦେବା ପାଇଁ ଦକ୍ଷିଣ ଆଫ୍ରିକାକୁ ସାହାଯ୍ୟ କରିବେ ମୁମ୍ବାଇର ପୂର୍ବତନ ବ୍ୟାଟ୍ସମ୍ୟାନ ଅମୋଲ ମଜୁମଦାର । କ୍ରିକେଟ ସାଉଥ ଆଫ୍ରିକା(ସିଏସଏ) ଅମୋଲ ମଜୁମଦାରଙ୍କୁ ଅନ୍ତରୀଣ କୋଚ ଭାବେ ନିଯୁକ୍ତ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ 3ଟି ଟେଷ୍ଟ ମ୍ୟାଚ ଖେଳିବ ।

ସୂଚନାଥାଉକି, 2014 ମସିହାରେ ପ୍ରଥମ ଶ୍ରେଣୀ କ୍ରିକେଟରୁ ମଜୁମଦାର ସନ୍ୟାସ ନେବା ପରେ ସେ ବର୍ତ୍ତମାନ ବିଭିନ୍ନ ଟିମକୁ କୋଚିଂ ଦେଉଛନ୍ତି । ସେ ଆଇପିଏଲର ରାଜସ୍ଥାନ ଟିମର ବ୍ୟାଟିଂ କୋଚ୍‌ ଭାବେ ଦାୟିତ୍ବ ତୁଲାଉଛନ୍ତି ।

କ୍ରିକେଟ ସାଉଥ ଆଫ୍ରିକାକାର କାର୍ଯ୍ୟକାରୀ ନିର୍ଦ୍ଦେଶକ କୋରୀ ଭେନ କହିଛନ୍ତି ଯେ, ଆମୋଲ ଭାରତୀୟ ଖେଳାଳୀ ଓ ଖେଳ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ। ସେ ଆମର ବ୍ୟାଟ୍ସମ୍ୟାନଙ୍କୁ ସଠିକ ମାଗଦର୍ଶନ କରିବେ ।
ତେବେ କୋଚ ଭାବେ ନିଯୁକ୍ତି ପାଇବା ପରେ ଅମୋଲ କହିଛନ୍ତି ଯେ, ଜଣେ ଖେଳାଳି ଭାବେ ପିଚ୍‌ରେ 25ବର୍ଷ ସମୟ ଅତିବାହିତ କରିବା ପରେ ନିଜର କୋଚିଂ କ୍ୟାରିଅର ଏହି ନୂତନ ଅଧ୍ୟାୟକୁ ନେଇ ବେଶ୍‌ ଉତ୍ସାହିତ ଅଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.