ETV Bharat / sports

2021 ଜାନୁଆରୀକୁ ଘୁଞ୍ଚିଲା ବିଶ୍ବ ବ୍ୟାଡମିଣ୍ଟନ ଜୁନିୟର ଚମ୍ପିଆନସିପ

ଚଳିତ ବର୍ଷ ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ହେବାକୁ ଥିବା, ବିଶ୍ବ ବ୍ୟାଡମିଣ୍ଟନ ଜୁନିୟର ଚମ୍ପିଆନସିପ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଜାନୁଆରୀ 11ରୁ 16 ଘୁଞ୍ଚାଇ ଦିଆଯାଇଛି ।

author img

By

Published : May 29, 2020, 3:16 PM IST

World Junior Championships rescheduled to January next year: BWF
ICC-BCCI email exchange generates heat in board meeting

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି ବିଶ୍ବର ସମସ୍ତ କ୍ରୀଡା କ୍ୟାଲେଣ୍ଡର । ସଦ୍ୟ ସୂଚନା ଅନୁଯାୟୀ ଚଳିତ ବର୍ଷ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ହେବାକୁ ଥିବା, ବିଶ୍ବ ବ୍ୟାଡମିଣ୍ଟନ ଜୁନିୟର ଚମ୍ପିଆନସିପ ସୂଚୀରେ ପୁନର୍ବାର ପରିବର୍ତ୍ତନ ହୋଇଛି ।

ଚଳିତ ବର୍ଷ ସେପ୍ଟେମ୍ବରରେ ଏହି ମେଗା ଇଭେଣ୍ଟ ଆୟୋଜନ ନେଇ ସୂଚୀ ରହିଥିଲା । ମାତ୍ର ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଜାନୁଆରୀ 11ରୁ 16 ପର୍ଯ୍ୟନ୍ତ ଆୟୋଜନ କରିବାକୁ ସ୍ଥିର ହୋଇଛି ।

ଏନେଇ ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ(BWF) ପକ୍ଷରୁ ପରିବର୍ତ୍ତିତ ସୂଚୀ ଘୋଷଣା କରାଯାଇଛି । ତେବେ ପୂର୍ବରୁ ଯୋଗ୍ୟତା ଅର୍ଜନ କରିସାରିଥିବା ଜୁନିୟର ଖେଳାଳି ହିଁ ଅଶଂଗ୍ରହଣ କରିପାରିବେ ବୋଲି BWF ସ୍ପଷ୍ଟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.