ETV Bharat / sports

କୋରୋନା ଭାଇରସ: ସ୍ବିସ ଓପନ-ୟୁରୋପିୟନ ଚମ୍ପିଆନସିପ ବାତିଲ

author img

By

Published : Jun 11, 2020, 11:44 AM IST

ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ(BWF) ପକ୍ଷରୁ ସ୍ବିସ ଓପନ 2020 ଓ ୟୁରୋପିୟନ ଚମ୍ପିଆନସିପ 2020 ବାତିଲ ଘୋଷଣା ହୋଇଛି ।

BWF cancels Swiss Open 2020 and European Championships
କୋରୋନା ଭାଇରସ: ସ୍ବିସ ଓପନ-ୟୁରୋପିୟନ ଚମ୍ପିଆନସିପ ବାତିଲ

କ୍ବାଲା ଲାମପୁର: ମହାମାରୀ କୋରୋନା ଭାଇରସ ଯୋଗୁଁ ଆଉ ଦୁଇଟି ମେଗା କ୍ରୀଡା ଇଭେଣ୍ଟ ବାତିଲ ହୋଇଛି । ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ(BWF) ପକ୍ଷରୁ ସ୍ବିସ ଓପନ 2020 ଓ ୟୁରୋପିୟନ ଚମ୍ପିଆନସିପ 2020 ବାତିଲ ଘୋଷଣା ହୋଇଛି ।

ସ୍ବିସ ଓପନ ପୂର୍ବରୁ ମାର୍ଚ୍ଚ 17ରୁ 22 ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଥିଲା । ତେବେ କୋରୋନା ଭାଇର ଲକଡାଉନ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଅନ୍ୟପଟେ ୟୁରୋପିୟନ ଚମ୍ପିଆନସିପ 2020 ଏପ୍ରିଲ 21ରୁ 26 ପର୍ଯ୍ୟନ୍ତ ଉକ୍ରେନର କିଏଭରେ ଖେଳାଯିବା ନେଇ ସୂଚୀ ରହିଥିଲା । ତେବେ କୋରୋନା ଭାଇରସ ସଂକ୍ରମଣ ଭୟ କାରଣରୁ ଏହି ଇଭେଣ୍ଟକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା ।

ତେବେ ଉଭୟ ଇଭେଣ୍ଟ ପାଇଁ ଚଳିତ ବର୍ଷ ପରିବର୍ତ୍ତିତ ତାରିଖ ଉପଲବ୍ଧ ହୋଇପାରୁନାହିଁ । ଫଳରେ ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ଏହି ଦୁଇ ଇଭେଣ୍ଟରୁ ବାତିଲ ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.