ETV Bharat / sports

କୋରୋନାକୁ ହରାଇଲେ ବ୍ୟାଡମିଣ୍ଟନ କିମ୍ବଦନ୍ତୀ ପ୍ରକାଶ ପାଦୁକୋନ

author img

By

Published : May 4, 2021, 8:34 PM IST

କୋରୋନାକୁ ହରାଇଲେ କିମ୍ବଦନ୍ତୀ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ । ଅଧିକ ପଢନ୍ତୁ...

Badminton great Prakash Padukone recovering from Covid-19
କୋରୋନାକୁ ହରାଇଲେ ବ୍ୟାଡମିଣ୍ଟନ କିମ୍ବଦନ୍ତୀ ପ୍ରକାଶ ପାଦୁକୋନ

ହାଇଦ୍ରାବାଦ: କୋରୋନାକୁ ହରାଇଲେ କିମ୍ବଦନ୍ତୀ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ । କୋଭିଡ-19 ପିଜିଟିଭ ଚିହ୍ନଟ ହେବାପରେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଚଳିତ ସପ୍ତାହରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବା ସମ୍ଭାବନା ରହିଛି ।

65 ବର୍ଷୀୟ ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ପ୍ରଥଢମ ଭାରତୀୟ ଭାବେ ବର୍ଷ 1980ରେ ସମ୍ମାନ ଜନକ ଅଲ୍‌ ଇଂଲଣ୍ଡ ଚମ୍ପିଆନସିପ ଟାଇଟେଲ ବିଜୟୀ ହୋଇଥିଲେ।

ପ୍ରାୟ 10 ଦିନ ତଳେ ପ୍ରକାଶ ତାଙ୍କ ପତ୍ନୀ ଉଜ୍ଜଳା ଓ ଦ୍ବିତୀୟ ଝିଅ ଅନିଶାଙ୍କ ଠାରେ କୋରୋନା ଲକ୍ଷଣ ଦେଖାଯାଇଥିଲା । ପରେ ସେମାନେ ଟେଷ୍ଟ କରାଇବା ପରେ ରିପୋର୍ଟ ପଜିଟିଭ ଜଣାପଡିଥିଲା । ଏନେଇ ପ୍ରକାଶ ପାଦୁକୋନ ବ୍ୟାଡମିଣ୍ଟନ ଏକାଡେମୀର ନିର୍ଦ୍ଦେଶକ ଓ ପ୍ରକାଶଙ୍କ ବନ୍ଧୁ ବିମଲ କୁମାର ସୂଚନା ଦେଇଛନ୍ତି ।

ପରେ ସମସ୍ତେ ଗୋଟିଏ ସପ୍ତାହ ଆଇସୋଲେସନରେ ରହିବା ପରେ ଗତ ଶନିବାର ପ୍ରକାଶଙ୍କୁ ବେଙ୍ଗାଲୁରୁ ଏକ ହସ୍ପାଟଲରେ ଭର୍ତ୍ତି ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.