ETV Bharat / sitara

ଲିଙ୍କଡ-ଇନ ଜରିଆରେ କାହାଣୀ କହିବେ ଏକତା

ଲିଙ୍କଡ-ଇନର ଇନଫ୍ଲୁଏର କାଟେଗୋରୀରେ ବିଲଗେଟଙ୍କ ସହ ପ୍ରାୟ 500 ଗ୍ଲୋବାଲ ଲିଡରଙ୍କ ମଧ୍ୟରେ ଅଛନ୍ତି ପ୍ରଯୋଜକ ଏକତା କପୁର । ଏକତା କପୁରଙ୍କ ଯାଦୁ ଏବେ ଲିଙ୍କଡ-ଇନରେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 10, 2019, 3:01 AM IST

ହାଇଦ୍ରାବାଦ: 124ଟି ସିରିଏଲ, 39ଟି ଫିଲ୍ମ, 25ଟି ୱେବ ସିରିଜ କରିସାରିଥିବା ଏକତା କପୁରଙ୍କ ଯାଦୁ ଏବେ ଲିଙ୍କଡ-ଇନରେ । ଚାକିରି ଖୋଜୁଥିବା ଯୁବପିଢି ମାନଙ୍କ ପାଇଁ ତିଆରି କରାଯାଇଥିବା ସାମାଜିକ ଗଣମାଧ୍ୟମ ଲିଙ୍କଡ-ଇନରେ ଏକତା ଇନଫ୍ଲୁଏର କାଟେଗୋରିରେ ସାମିଲ ହୋଇଛନ୍ତି ଏକତା । ବିଲଗେଟଙ୍କ ସହ ପ୍ରାୟ 500 ଗ୍ଲୋବାଲ ଲିଡରଙ୍କ ମଧ୍ୟରେ ଅଛନ୍ତି ପ୍ରଯୋଜକ ଏକତା କପୁର ।

ekta kapoor
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଲିଙ୍କଡ-ଇନ ସେମାନଙ୍କୁ ଏ କାଟେଗୋରିରେ ରଖେ ଯେଉଁମାନେ ଚାକିରି ଖୋଜୁଥିବା ଲୋକ ମାନଙ୍କ ଦ୍ବାରା ଅଧିକ ଫଲୋ ହୋଇଥାନ୍ତି । ଜଣେ ଇନଫ୍ଲୁଏର ସବୁବେଳେ ଭଲ ବ୍ଲଗିଙ୍ଗ ପୋଷ୍ଟ କରୁଥିବ, ସଫଳତାର ବିଭିନ୍ନ କାହାଣୀ ସେୟାର କରୁଥିବ, ବିଫଳତାକୁ ସ୍ବୀକାର କରୁଥିବ ଓ ଅନେକ ଲୋକ ତାଙ୍କୁ ଫଲୋ କରିଥିବେ ସେତେବେଳେ ଲିଙ୍କଡ-ଇନ ତାଙ୍କୁ ଇନଫ୍ଲୁଏର କାଟେଗୋରିରେ ସାମିଲ କରେ ।

'କିୟୁଁକି ଶାଶ୍ ଭି କଭି ବୋହୁ ଥି', 'କାହାନୀ ଘର ଘର କି', 'ନାଗୀନ' ଭଳି ସୁପରହିଟ ସିରିଏଲକୁ ଲୋକଙ୍କୁ ଭେଟି ଦେଇଛନ୍ତି ଏକତା । ତେବେ ଲିଙ୍କଡ-ଇନକୁ ନେଇ ଏକତା କହିଛନ୍ତି କି, ସେ ପ୍ରତିଯୋଗିତା କରିବାକୁ ଚାହୁଁନାହାଁନ୍ତି ମାତ୍ର କାହାଣୀର ଦୁନିଆରେ ନିଜ ଯାଗା ତିଆରି କରିବାକୁ ଚାହୁଁଛନ୍ତି ।

କିଛି କାହାଣୀ ଅଛି ଯାହାକୁ ସେ ସିରିଏଲର ରୂପ ଦେଇପାରୁନାହାଁନ୍ତି ମାତ୍ର ଏହି ଆପ ଜରିଆରେ ସେ ଦୁନିଆକୁ ସେ କାହାଣୀ କହିପାରିବେ ବୋଲି ମଧ୍ୟ କହିଥିଲେ ଏକତା ।

'ମତେ ଖେଳ ପସନ୍ଦ ଯେତେବେଳେ ଏହା କଠିନ ଥାଏ' ବୋଲି କହିଛନ୍ତି ଏକତା ।

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.