ETV Bharat / sitara

କେବିସି-11 ପାଇଁ ଉତ୍ସାହିତ ବିଗ-ବି

ଖୁବ ଶୀଘ୍ର ଆରମ୍ଭ ହେଉଛି କେବିସିର 11ତମ ସିଜିନ । ଏହାକୁ ନେଇ ବେଶ ଉତ୍ସାହିତ ବିଗ-ବି ଅମିତାଭ ବଚ୍ଚନ ।

author img

By

Published : Aug 4, 2019, 11:12 PM IST

ଫଟୋ ସୌଜନ୍ୟ: ଟ୍ବିଟର/Amitabh Bachchan

ହାଇଦ୍ରାବାଦ: ମେଗାଷ୍ଟାର ଅମିତାଭ ବଚ୍ଚନ କେବିସି ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ । ଖୁବ ଶୀଘ୍ର ଟେଲିଭିଜନରେ ପୁଣି ଅମିତାଭଙ୍କ ଗମ୍ଭୀର ସ୍ବର ଶୁଣିବାକୁ ମିଳିବ । ପୁଣି ସାଧାରଣ ଜନତା କୋଟିପତି ହେବେ । ‘କନ୍ ବନେଗା କୋରଡପତି’ର 11ତମ ସିଜିନକୁ ନେଇ ଅମିତାଭ ବେଶ ଉତ୍ସାହିତ । ତାରିଖ ପ୍ରକାଶ କରିନଥିଲେ ମଧ୍ୟ ଟ୍ବିଟରରେ ନିଜ ଖୁସି ଜାହିର କରିଛନ୍ତି ବିଗ-ବି ।

KBC-11
ଫଟୋ ସୌଜନ୍ୟ: ଟ୍ବିଟର/Amitabh Bachchan

ଏହାସହ ଅମିତାଭଙ୍କୁ ବ୍ଲୁ-କଲର ବ୍ଲେଜରରେ ଦେଖିବାକୁ ମିଳିବା ସହ କମ୍ପ୍ୟୁଟର ସହ ପୋଜ ଦେଇଛନ୍ତି । ନିକଟରେ ଶୋ'ର ପ୍ରମୋକୁ ରିଲିଜ କରାଯାଇଥିଲା । ପ୍ରକାଶଥାଉକି, ବ୍ରିଟିଶ ପୋଗ୍ରାମ ‘who wants to be a millionaire?’ଶୋ'ର ହିନ୍ଦି ଭର୍ସନ ହେଉଛି କେବିସି ।

ଅମିତାଭଙ୍କୁ ଆଗକୁ ‘ଗୁଲାବୋ ସିତାବୋ’ର ସୁଟିଂ ସାରିଛନ୍ତି । ଓ ଆଗକୁ ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.