ETV Bharat / sitara

ଯାତ୍ରୀଙ୍କ ନାମ ‘କୁଣାଲ କାମରା’ ହେବାରୁ କ୍ୟାନ୍ସଲ୍ ହେଲା ଏୟାର ଇଣ୍ଡିଆ ଟିକେଟ

author img

By

Published : Feb 6, 2020, 2:33 PM IST

ସମ୍ବାଦ ଉପସ୍ଥାପକଙ୍କୁ ଦୁର୍ବବ୍ୟହାର କରି ଫସିଛନ୍ତି କମେଡିଆନ କୁଣାଲ କାମରା । ଏୟାର ଇଣ୍ଡିଆ ସମେତ ଅନ୍ୟ ଫ୍ଲାଇଟ୍ ଏଜେନ୍ସି କୁଣାଲ କାମରାଙ୍କ ବିଦେଶ ଯାତ୍ରାରେ 6 ମାସ ଯାଏଁ ରୋକ ଲଗାଇଦେଇଛନ୍ତି । ତେବେ ଏହାର ପରିଣାମ ଜଣେ ବ୍ୟକ୍ତିଙ୍କୁ ଭୋଗିବାକୁ ପଡିଛି । ଅଧିକ ପଢନ୍ତୁ...

Air India canceled ticket
ଫଟୋ ସୌଜନ୍ୟ: @ANI

ନୂଆଦିଲ୍ଲୀ: ସମ୍ବାଦ ଉପସ୍ଥାପକଙ୍କୁ ଦୁର୍ବବ୍ୟହାର କରି ଫସିଛନ୍ତି କମେଡିଆନ କୁଣାଲ କାମରା । ଏୟାର ଇଣ୍ଡିଆ ସମେତ ଅନ୍ୟ ଫ୍ଲାଇଟ୍ ଏଜେନ୍ସି କୁଣାଲ କାମରାଙ୍କ ବିଦେଶ ଯାତ୍ରାରେ 6 ମାସ ଯାଏଁ ରୋକ ଲଗାଇଦେଇଛନ୍ତି । ତେବେ ଏହାର ପରିଣାମ ଜଣେ ବ୍ୟକ୍ତିଙ୍କୁ ଭୋଗିବାକୁ ପଡିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କୁଣାଲ କାମରା ନାମକ ଆଉ ଜଣେ ବ୍ୟକ୍ତିଙ୍କୁ ଏୟାର ଇଣ୍ଡିଆର ବିମାନ ଟିକେଟ ମଧ୍ୟ କ୍ୟାନ୍ସଲ୍ ହୋଇଯାଇଥିବାବେଳେ ତାଙ୍କୁ ବୋର୍ଡିଂ କରିବାକୁ ଅନୁମତି ଦିଆଯାଇନି ।

Air India canceled ticket
ଫଟୋ ସୌଜନ୍ୟ: @ANI

ଏୟାର ଇଣ୍ଡିଆ କହିବାନୁସାରେ,‘ କାମରାଙ୍କୁ ଏୟାର ଇଣ୍ଡିଆରେ ପ୍ରତିବନ୍ଧ ଲାଗିଛି । ଫଳରେ ସିଷ୍ଟମ କାମରା ନାମକୁ ଖାରିଜ କରିଦେଇଛି । ଯାତ୍ରୀଙ୍କ ସମସ୍ତ କାଗଜପତ୍ରକୁ ଯାଞ୍ଚ କରିବା ପରେ ବିମାନରେ ଯିବା ପାଇଁ ଅନୁମତି ଦେବ’ ।

ପ୍ରକାଶଥାଉକି, କମେଡିଆନ କୁଣାଲଙ୍କ ଆରୋପ ଅଛି କି ସେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଦୁର୍ବବ୍ୟବହାର କରିଛନ୍ତି । ମୁମ୍ବାଇରୁ ଲକ୍ଷ୍ନୌ ଯିବା ବେଳେ ଏହି ବିବାଦ ଦେଖିବାକୁ ମିଳିଥିଲା । ଏହାପରେ ଇଣ୍ଡିଗୋ 6 ମାସ ପର୍ଯ୍ୟନ୍ତ ଯାତ୍ରା ଉପରେ ରୋକ ଲଗାଇଥିବାବେଳେ ଏୟାର ଇଣ୍ଡିଆ ଆଗାମୀ ଆଦେଶ ପର୍ଯ୍ୟନ୍ତ କୁଣାଲଙ୍କ ଯାତ୍ରା ଉପରେ ରୋକ ଲଗାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.