ETV Bharat / sitara

ଜିମିଙ୍କ ସହ କାମ କରି ଅତ୍ୟନ୍ତ ଖୁସି ରାଜଶ୍ରୀ - ଜିମିଙ୍କ ସହ କାମ କରି ଅତ୍ୟନ୍ତ ଖୁସି

ଅଭିନେତ୍ରୀ ରାଜଶ୍ରୀ ଦେଶପାଣ୍ଡେ ଜିମି ଶେରଗିଲଙ୍କ ସହ ଏକ ପ୍ରୋଜେକ୍ଟରେ କାମ କରି ଅତ୍ୟନ୍ତ ଖୁସି । ଅଧିକ ପଢନ୍ତୁ...

Rajshri Deshpande: Fun working with extremely gifted Jimmy Sheirgill
ଜିମିଙ୍କ ସହ କାମ କରି ଅତ୍ୟନ୍ତ ଖୁସି: ରାଜଶ୍ରୀ ଦେଶପାଣ୍ଡେ
author img

By

Published : Nov 22, 2020, 9:55 PM IST

ମୁମ୍ବାଇ: ସେକ୍ରେଡ୍ ଗେମ୍ସ ଅଭିନେତ୍ରୀ ରାଜଶ୍ରୀ ଦେଶପାଣ୍ଡେ ଅଭିନେତା ଜିମି ଶେରଗିଲଙ୍କ ସହ ଏକ ପ୍ରୋଜେକ୍ଟ କରିଛନ୍ତି, ଯାହାକୁ ନେଇ ସେ ଅତ୍ୟନ୍ତ ଖୁସି ।

ଏହି ଆଖ୍ୟାବିହୀନ ଚଳଚ୍ଚିତ୍ରଟି ଡନିୟେଶ ଜୋଟିଂ ଦ୍ବାରା ଅଭିନୀତ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ।

ରାଜଶ୍ରୀ କହିଛନ୍ତି ଯେ, "ଏହା ଅତ୍ୟନ୍ତ ଚତ୍ମକାର ପ୍ରୋଜେକ୍ଟ । ଜିମିଙ୍କ ସହ କାମ କରି ପ୍ରକୃତରେ ବହୁତ ଉପଭୋଗ କରିଥିଲି । ମୁଁ ଏହି ପ୍ରୋଜେକ୍ଟରେ କାମ କରି ବହୁତ ଖୁସି ଅନୁଭବ କରୁଛି ।

ଏହାପୂର୍ବରୁ ରାଜଶ୍ରୀ ଜିମିଙ୍କ ସହ ଟ୍ବିଟରରେ ଏକ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କୁ ଫିଲ୍ମ ବିଷୟରେ ଜଣାଇଥିଲେ ।

ସେ ଲେଖିଥିଲେ ଯେ, ଆମର ପରବର୍ତ୍ତୀ ଚଳଚ୍ଚିତ୍ର @ ଜିମିଶେର୍ଗିଲ୍ ନିର୍ଦ୍ଦେଶିତ @dnyaneshzoting @jitanharmeetsingh @neeshank ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.