ETV Bharat / sitara

ଓସ୍କାର 2021 ତାଲିକା, ଶ୍ରେଷ୍ଠ ସହ-ଅଭିନେତା ଡାନିଏଲ୍ କାଲୁୟା

author img

By

Published : Apr 26, 2021, 9:25 AM IST

Updated : Apr 26, 2021, 12:07 PM IST

ଘୋଷଣା ହୋଇଯାଇଛି ଓସ୍କାର 2021ର ବିଜେତାଙ୍କ ନାମ । ସୋମବାର ଭାରତରେ ପ୍ରସାରଣ ହେବ ଏହି ସମାରୋହ । ଅଧିକ ପଢନ୍ତୁ...

ଓସ୍କାର 2021ର ବିଜେତାଙ୍କ ତାଲିକା
ଓସ୍କାର 2021ର ବିଜେତାଙ୍କ ତାଲିକା

ଲସ୍ ଆଞ୍ଜେଲସ: ଏକାଡେମୀ ପୁରସ୍କାର ତଥା ଓସ୍କାର ପୁରସ୍କାର, ଦୁନିଆର ସବୁଠୁ ବଡ ପୁରସ୍କାର ଭାବରେ ବିବେଚନା କରାଯାଏ । ଯାହାକୁ ପାଇବାର ସ୍ବପ୍ନ ଚଳଚ୍ଚିତ୍ର କ୍ଷେତ୍ର ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତି ଦେଖନ୍ତି । ଏଥର ଏହି ସମାରୋହ ଅତ୍ୟନ୍ତ ଶାନଦାର ହୋଇଛି। ସେହିପରି ଭାରତର ସମୟ ଅନୁଯାୟୀ ଏହା ଏପ୍ରିଲ 26ରେ ତଥା ସୋମବାର ଘୋଷଣା କରାଯିବ। ସେହିପରି ରବିବାର ରାତି 8 ଟାରେ ଲସ୍ ଆଞ୍ଜେଲସରେ ବିଜେତାଙ୍କ ନାମ ଘୋଷିତ ହୋଇଥିଲା।

ଏହି କ୍ରମରେ ଏଥର ବେଷ୍ଟ ନିର୍ଦ୍ଦେଶକ ନୋମାଡଲ୍ୟାଣ୍ଡଙ୍କୁ ଓସ୍କାର ମିଳିଛି। ସେହିପରି ଶ୍ରେଷ୍ଠ ସହ ଅଭିନେତା ଭାବରେ ଡାନିଏଲ୍ କାଲୁୟାଙ୍କୁ ଓସ୍କାର ପ୍ରଦାନ କରାଯାଇଛି । ତେବେ ଆସନ୍ତୁ ଅନ୍ୟ ବିଜେତାଙ୍କ ଉପରେ ନଜର ପକାଇବା...

  • ଶ୍ରେଷ୍ଠ ନିର୍ଦ୍ଦେଶକ-ଚୁଲୁ ବାର୍ଲି (ନୋମାଡଲ୍ୟାଣ୍ଡ)
  • ଶ୍ରେଷ୍ଠ ମେକଅପ୍ ଏବଂ ହେୟାର ଷ୍ଟାଇଲ୍ -ସର୍ଜିଓ ଲୋପେଜ୍-ରିଭେରା, ମିଆ ନେଲ୍ ଓ ଜାମିକା ୱିଲସନ(ମା ରେନିଜ ବ୍ଲାକ୍ ବଟମ୍)
  • ଶ୍ରେଷ୍ଠ ସହ ଅଭିନେତା -ଡାନିଏଲ୍ କାଲୁୟା(ଜୁଡାସ ଆଣ୍ଡ ଦ ବ୍ଲାକ ମସିହା)
  • ଶ୍ରେଷ୍ଠ ଆନ୍ତର୍ଜାତୀୟ ବୈଶିଷ୍ଟ୍ୟ ଚଳଚ୍ଚିତ୍ର -‘ଆନାଦର ରାଉଣ୍ଡ’
  • ଶ୍ରେଷ୍ଠ ଆଡାପ୍ଟେଡ୍ ସ୍କ୍ରିନ୍ ସ୍କ୍ରିନପ୍ଲେ-ଖ୍ରୀଷ୍ଟୋଫର୍ ହମ୍ପଟନ୍, ଫ୍ଲୋରିଆନ୍ ଜେଲର୍ (ଫିଲ୍ମ ‘ଦ ଫାଦର’)
  • ଶ୍ରେଷ୍ଠ ସ୍କ୍ରିନପ୍ଲେ-ଏମ୍ରାଲ୍ଡ ଫେନେଲ( ପ୍ରୋମିସିଂ ୟଙ୍ଗ ଓମେନ)

ପ୍ରକାଶ ଥାଉକି ଓସ୍କାର ପୁରସ୍କାର, 2021 Oscars.comର ଗ୍ଲୋବାଲ୍ ଲାଇଭ୍ ଷ୍ଟ୍ରିମ୍ ଏବଂ Oscars.orgରେ ଦେଖାଯାଇପାରିବ | ଏହା ବ୍ୟତୀତ ଏକାଡେମୀର ସମସ୍ତ ଡିଜିଟାଲ୍ ପ୍ଲାଟଫର୍ମରେ (ଫେସବୁକ୍, ଟ୍ବିଟର ଏବଂ ୟୁଟ୍ୟୁବ)ରେ ଏହା ଦେଖିବାକୁ ମିଳେ । ଡିଜନିର ଷ୍ଟାର ଇଣ୍ଡିଆ ଓସ୍କାର ଏହାର ଷ୍ଟାର ମୁଭି ଏବଂ ଷ୍ଟାର ୱାର୍ଲ୍ଡ ଚ୍ୟାନେଲରେ ପ୍ରସାରିତ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 26, 2021, 12:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.