ETV Bharat / sitara

ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଓଡି଼ଶାର କ୍ଷୁଦ୍ର ଚଳଚ୍ଚିତ୍ର ‘ସ୍ବଚ୍ଛ ସଙ୍କଳ୍ପ’

author img

By

Published : Jan 4, 2020, 9:51 PM IST

ପରିବେଶ, ସ୍ବଚ୍ଛତା ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ‘ସ୍ବଚ୍ଛସଂକଳ୍ପ’ ଓଡି଼ଶାର ଏକମାତ୍ର ଚଳଚ୍ଚିତ୍ର ଯାହା ବାଂଲାଦେଶରେ ଆୟୋଜିତ ହୋଇଯାଇଥିବା ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି।

dia short movie swachhsankalap
ଫଟୋ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ଭୁବନେଶ୍ବର: ବାଂଲାଦେଶରେ ଆୟୋଜିତ ହୋଇଯାଇଥିବା ଏକ ଫିଲ୍ମ ଫେଷ୍ଟିଭାଲରେ ଓଡି଼ଶର କ୍ଷୁଦ୍ର ଚଳଚ୍ଚିତ୍ର ‘ସ୍ବଚ୍ଛସଂକଳ୍ପ’ ସ୍ଥାନ ପାଇ ଥିଲା। ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ନିର୍ଦେଶକ ଜ୍ଞାନରଞ୍ଜନ ସାଠୁଆ।

ପରିବେଶ, ସ୍ବଚ୍ଛତା ଉପରେ ଆଧାରିତ ଏହି ଫେଷ୍ଟିଭାଲରେ ଓଡି଼ଶାର ଏକମାତ୍ର ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା। ପ୍ରାୟ 8ଟି ଦେଶରୁ ଆସିଥିବା ଚଳଚ୍ଚିତ୍ର ମଧ୍ୟରେ ଓଡିଶାର ଏହି ଫିଲ୍ମ ସ୍ଥାନ ପାଇବାରେ ସଫଳ ହୋଇଥିଲା।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ଅନ୍ୟପଟେ ବାଂଲାଦେଶରୁ ଫେରିବା ପରେ ଚଳଚ୍ଚିତ୍ରର ଏକଜ୍ୟୁକଟିଭ ପ୍ରଡୁସର ଲଷ୍ମୀକାନ୍ତ ତ୍ରିପାଠୀ ପ୍ରତିକ୍ରିୟା ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ, ଚଳଚ୍ଚିତ୍ରଟି ସେଠରେ ପୁରସ୍କୃତ ହୋଇନି ସତ ହେଲେ ଆଗକୁ ଆହୁରି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବାର ପ୍ରେରଣା ଯୋଗାଇଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ରେ ଓଡିଶା ର କ୍ଷୁଦ୍ର ଚଳଚ୍ଚିତ୍ର ସ୍ୱଚ୍ଛସଂକଳ୍ପ

ବାଙ୍ଗଳାଦେଶ ରେ ଅନୁଷ୍ଠିତ ଏକ ଫିଲ୍ମ ଫେଷ୍ଟିଭାଲ ରେ ଓଡିଶା ର କ୍ଷୁଦ୍ର ଚଳଚ୍ଚିତ୍ର ସ୍ୱଚ୍ଛସଂକଳ୍ପ ସ୍ଥାନ ପାଇ ଥିଲା। ଯାହାକୁ ନିର୍ଦେଶନା ଦେଇଥିଲେ ନିର୍ଦେଶକ ଜ୍ଞାନରଞ୍ଜନ ସାଠୁଆ ।ପରିବେଶ, ସ୍ୱଚ୍ଛତା ଉପରେ ଆଧାରିତ ଏହି ଫିଲ୍ମ ଓଡିଶା ର ଏକମାତ୍ର ଚଳଚ୍ଚିତ୍ର ଯାହାକି ବଙ୍ଗଳା ଦେଶ ଫିଲ୍ମ ଫେଷ୍ଟିଭାଲ ରେ ପ୍ରଦର୍ଶିତ ହେଇଛି। 8 ଟି ଦେଶ ରୁ ଆସିଥିବା ଚଳଚ୍ଚିତ୍ର ଭିତରେ ଓଡିଶା ର ଏହି ଫିଲ୍ମ ନିଜର ସ୍ଥାନ ପାଇଥିଲା। ଅନ୍ୟ ପଟେ ବାଂଲାଦେଶ ରୁ ଫେରିବା ପରେ ଫିଲ୍ମ ର ଏକ୍ସଜୁକେଟିଭ ପ୍ରଡୁସର ପ୍ରତିକ୍ରିୟା ଦେଇ କହିଛନ୍ତି ଫିଲ୍ମ ଟି ସେଠରେ ପୁରସ୍କୃତ ହୋଇନି ସତ ହେଲେ ଆଗକୁ ଆହୁରି କ୍ଷୁଦ୍ର ଚଳଚ୍ଚିତ୍ର କାରବାର ପ୍ରେରଣା ଦେଇଛି।

ବାଇଟ ଲକ୍ଷ୍ମୀକାନ୍ତ ତ୍ରିପାଠୀ

Body:ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ରେ ଓଡିଶା ର କ୍ଷୁଦ୍ର ଚଳଚ୍ଚିତ୍ର ସ୍ୱଚ୍ଛସଂକଳ୍ପ

ବାଙ୍ଗଳାଦେଶ ରେ ଅନୁଷ୍ଠିତ ଏକ ଫିଲ୍ମ ଫେଷ୍ଟିଭାଲ ରେ ଓଡିଶା ର କ୍ଷୁଦ୍ର ଚଳଚ୍ଚିତ୍ର ସ୍ୱଚ୍ଛସଂକଳ୍ପ ସ୍ଥାନ ପାଇ ଥିଲା। ଯାହାକୁ ନିର୍ଦେଶନା ଦେଇଥିଲେ ନିର୍ଦେଶକ ଜ୍ଞାନରଞ୍ଜନ ସାଠୁଆ ।ପରିବେଶ, ସ୍ୱଚ୍ଛତା ଉପରେ ଆଧାରିତ ଏହି ଫିଲ୍ମ ଓଡିଶା ର ଏକମାତ୍ର ଚଳଚ୍ଚିତ୍ର ଯାହାକି ବଙ୍ଗଳା ଦେଶ ଫିଲ୍ମ ଫେଷ୍ଟିଭାଲ ରେ ପ୍ରଦର୍ଶିତ ହେଇଛି। 8 ଟି ଦେଶ ରୁ ଆସିଥିବା ଚଳଚ୍ଚିତ୍ର ଭିତରେ ଓଡିଶା ର ଏହି ଫିଲ୍ମ ନିଜର ସ୍ଥାନ ପାଇଥିଲା। ଅନ୍ୟ ପଟେ ବାଂଲାଦେଶ ରୁ ଫେରିବା ପରେ ଫିଲ୍ମ ର ଏକ୍ସଜୁକେଟିଭ ପ୍ରଡୁସର ପ୍ରତିକ୍ରିୟା ଦେଇ କହିଛନ୍ତି ଫିଲ୍ମ ଟି ସେଠରେ ପୁରସ୍କୃତ ହୋଇନି ସତ ହେଲେ ଆଗକୁ ଆହୁରି କ୍ଷୁଦ୍ର ଚଳଚ୍ଚିତ୍ର କାରବାର ପ୍ରେରଣା ଦେଇଛି।

ବାଇଟ ଲକ୍ଷ୍ମୀକାନ୍ତ ତ୍ରିପାଠୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.