ETV Bharat / sitara

ଆସିଲା ‘ଟାଇମ୍ ଟୁ ଡାନ୍ସ’ର ଟ୍ରେଲର - ଆସିଲା ‘ଟାଇମ୍ ଟୁ ଡାନ୍ସ’ର ଟ୍ରେଲର

ଖୁବଶୀଘ୍ର ବଲିଉଡରେ ଆଉ ଜଣେ କୈଫଙ୍କୁ ଦେଖିବାକୁ ମିଳିବ । ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସାନ ଭଉଣୀ ଇସାବେଲ କୈଫ ନିଜ ଡେବ୍ୟୁ ଫିଲ୍ମ ‘ଟାଇମ୍ ଟୁ ଡାନ୍ସ’ ନେଇ ପରଦାରେ ନଜର ଆସିବେ । ଏବେ ଫିଲ୍ମ 'ଟାଇମ୍ ଟୁ ଡ୍ୟାନ୍ସ'ର ଟ୍ରେଲର ରିଲିଜ୍ ହୋଇଯାଇଛି । ଅଧିକ ପଢନ୍ତୁ...

watch-time-to-dance-trailer-katrina-kaifs-sister-isabelle-kaif-hits-dance-floor-with-sooraj-pancholi
ଆସିଲା ‘ଟାଇମ୍ ଟୁ ଡାନ୍ସ’ର ଟ୍ରେଲର
author img

By

Published : Feb 25, 2021, 4:24 PM IST

ନୂଆଦିଲ୍ଲୀ: ଖୁବଶୀଘ୍ର ବଲିଉଡରେ ଆଉ ଜଣେ କୈଫଙ୍କୁ ଦେଖିବାକୁ ମିଳିବ । ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସାନ ଭଉଣୀ ଇସାବେଲ କୈଫ ନିଜ ଡେବ୍ୟୁ ଫିଲ୍ମ ‘ଟାଇମ୍ ଟୁ ଡାନ୍ସ’ ନେଇ ପରଦାରେ ନଜର ଆସିବେ । ଆଉ ତାଙ୍କ ସହ ରୋମାନ୍ସ କରିବେ ସୁରଜ ପଞ୍ଚୋଲୀ ।

  • " class="align-text-top noRightClick twitterSection" data="">

ଏବେ ଫିଲ୍ମ 'ଟାଇମ୍ ଟୁ ଡ୍ୟାନ୍ସ'ର ଟ୍ରେଲର ରିଲିଜ୍ ହୋଇଯାଇଛି । ଏଥିରେ ବିଶେଷ କରି ଇସାବେଲଙ୍କ ଡ୍ୟାନ୍ସ ମୁଭ୍ସ ଗୁଡିକ ଦେଖିବା ଯୋଗ୍ୟ । କ୍ୟାଟଙ୍କ ପରି ଇସାବେଲ ମଧ୍ୟ ସେକ୍ସୀ ନଜର ଆସୁଛନ୍ତି ।

ଆସନ୍ତା ମାର୍ଚ୍ଚ 12ରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର କିଛିଦିନ ପୂର୍ବରୁ ଜାରି କରିଦେଇଥିଲେ ମେକର୍ସ ।

ପ୍ରକାଶ ଥାଉ ଯେ, ଏହି ଫିଲ୍ମର ନିର୍ଦ୍ଦେଶନା କରୁଛନ୍ତି ଡେବ୍ୟୁ ନିର୍ଦ୍ଦେଶକ ଷ୍ଟାନଲି ଡିକୋଷ୍ଟା । ସେପଟେ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜାଙ୍କ ପତ୍ନୀ ଲିଜେଲ ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଉଛନ୍ତି ।

ଏହି ଚଳଚ୍ଚିତ୍ରରେ ରାଜପାଲ ଯାଦବ ମଧ୍ୟ ଅଭିନୟ କରିଛନ୍ତି । ମାର୍ଚ୍ଚ 12 ରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.