ETV Bharat / sitara

ଜୁଲାଇ 31ରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ‘ଶକୁନ୍ତଳା ଦେବୀ’

author img

By

Published : Jun 12, 2020, 7:26 PM IST

‘ଗୁଲାବୋ-ସିତାବୋ’ ପରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଯାଉଛି ବିଦ୍ୟାଙ୍କ ଅଭିନୀତ ‘ଶକୁନ୍ତଳା ଦେବୀ’ । ସାମ୍ନାକୁ ଆସିଲା ରିଲିଜ ତାରିଖ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ

ମୁମ୍ବାଇ: ଶୁକ୍ରବାର ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଯାଇଛି ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଗୁଲାବୋ-ସିତାବୋ’ । ବର୍ତ୍ତମାନ ଏହି ଫିଲ୍ମକୁ ସୋସିଆଲ ମିଡିଆରେ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରତି ପ୍ରତିକ୍ରିୟା ମିଳିବାରେ ଲାଗିଛି । କୋରୋନା ଭାଇରସ ପାଇଁ ଦେଶରେ କରାଯାଇଥିବା ଲକଡାଉନ ପାଇଁ ଫିଲ୍ମ ମେକର୍ସ ନିଜ ନିଜ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ସ୍ତିର କରିଛନ୍ତି । ଏହି କ୍ରମରେ ସାମିଲ ଅଛି ଫେମସ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଆଗାମୀ ଫିଲ୍ମ ‘ଶକୁନ୍ତଳା ଦେବୀ’ ।

ଇତିମଧ୍ୟରେ ସାମ୍ନାକୁ ଆସିଯାଇଛି ଫିଲ୍ମ ରିଲିଜ ତାରିଖ । ଯାହାକୁ ନେଇ ଏକ୍ସାଇଟେଡ ଦର୍ଶକ । ଆଜ୍ଞା ହଁ, ଆସନ୍ତା ଜୁଲାଇ 31 ତାରିଖରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ଏହି ଫିଲ୍ମ।

ପ୍ରକାଶ ଥାଇକି ଏହି ଫିଲ୍ମଟି ହ୍ୟୁମାନ କମ୍ପ୍ୟୁଟର କୁହାଯାଉଥିବା ଶକୁନ୍ତଳା ଦେବୀଙ୍କ ବାୟୋପିକ । ଯେଉଁ ଭୂମିକାରେ ନଜର ଆସିବେ ବିଦ୍ୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.