ETV Bharat / sitara

ଆୟୁଷ୍ମାନଙ୍କ ସର୍ଟଲେସ୍ ଫଟୋରେ ମଜାଦାର କମେଣ୍ଟ କଲେ ସେଲିବ୍ରିଟି

author img

By

Published : May 18, 2021, 10:24 AM IST

ପୁଣିଥରେ ସ୍ବାମୀ ଆୟୁଷ୍ମାନଙ୍କ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ତାହିରା । ସର୍ଟଲେସ ଅବତାରରେ ଆୟୁଷ୍ମାନ । କମେଣ୍ଟ କଲେ ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: ଆୟୁଷ୍ମାନ ଖୁରାନା ଓ ତାହିର କଶ୍ୟପଙ୍କ ଯୋଡି ଫ୍ୟାନ୍ସଙ୍କ ଫେଭରେଟ ଯୋଡି ମଧ୍ୟରୁ ଅନ୍ୟତମ । ଦୁଇଜଣ ପ୍ରାୟତଃ ପରସ୍ପର ପାଇଁ ରୋମାଣ୍ଟିକ ପୋଷ୍ଟ କରୁଥିବାର ନଜର ଆସନ୍ତି । ଏହାସହ ଫନି ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ମଧ୍ୟ ହସାଇ ଦିଅନ୍ତି । ଏଥର ମଧ୍ୟ ସମାନ ଜିନିଷ ଦେଖିବାକୁ ମିଳୁଛି । ସ୍ବାମୀ ଆୟୁଷ୍ମାନଙ୍କ ଫଟୋ ସେୟାର କରି ଚର୍ଚ୍ଚାରେ ତାହିରା । ଯାହା ଉପରେ ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି ଫ୍ରେଣ୍ଡ ମଧ୍ୟ ମଜାଦାର କମେଣ୍ଟ କରୁଥିବାର ନଜର ଆସୁଛନ୍ତି ।

ଖାଲି ଏତିକି ନୁହେଁ ଫଟୋ ସହ ତାହିରା ମଜାଦାର କ୍ୟାପସମ ମଧ୍ୟ ଲେଖିଛନ୍ତି । ସେହିପରି ଏବେ ଭାଇରାଲ ହେଉଥିବା ଆୟୁଷ୍ମାନଙ୍କ ଫଟୋରେ ଦେଖିବାକୁ ମିଳୁଛି ତାଙ୍କ ସର୍ଟଲେସ ଅବତାର ।

ଯାହାର କ୍ୟାପସନରେ ତାହିରା ଲେଖିଛନ୍ତି, ‘ସେହି ସବୁ ଜିନିଷ ଯାହାକୁ ମୁଁ ପସନ୍ଦ କରୁଛି । (ପାର୍ଟ 2) । ଚା', ବହି, ଷ୍ଟଡି ଟେବଲ, ଲ୍ୟାମ୍ପ, ବର୍ଷା ଆଉ ଏହି ହଟ୍ ବୟ ।’

ସେପଟେ ଏହି ଫଟୋରେ ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରା ସମେତ ଅଭିଷେକ କପୁର, ମୁକେଶ ଛାବଡା କମେଣ୍ଟ କରିଛନ୍ତି । ଆଉ ମଜାଦାର ଅନ୍ଦାଜରେ ମ୍ୟୁଜିକ ନିର୍ଦ୍ଦେଶକ ରୋଚକ କୋହଲି ପଚାରିଛନ୍ତି, ‘ମୋ ଭାଇଙ୍କ ପୋଷାକ କୁଆଡେ ଗଲା ।’ ଯାହାର ଜବାବରେ ତାହିରା କହିଛନ୍ତି, ‘ବାହାରେ ଶୁଖାଇଛି । ବର୍ଷ ହେଉଛି ନା ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.