ETV Bharat / sitara

ରୋମାଣ୍ଟିକ ମୁଡରେ ଦଲକିର-ସୋନମ, ଦେଖନ୍ତୁ ଭିଡିଓ

author img

By

Published : Sep 8, 2019, 9:23 AM IST

ରିଲିଜ ହେଲା ‘ଦ ଜୋୟା ଫ୍ୟାକ୍ଟର’ ଦ୍ବିତୀୟ ଗୀତ । ଆଉ କିଛି ଦିନ ପରେ ରିଲିଜ ହେବା ଫିଲ୍ମ । ଯାହାକୁ ନେଇ ଉତ୍ସାହିତ ଦର୍ଶକ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର

ମୁମ୍ବାଇ: ବଲିଉଡର ଡିଭା ସୋନମ କପୁର ଓ ସାଉଥର ଲୋକପ୍ରିୟ ଅଭିନେତା ଦିଲକର ସଲମାନଙ୍କ ଅଭିନୀତ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ଦ୍ବିତୀୟ ରୋମାଣ୍ଟିକ ଗୀତ ‘କାଶ’ ।

  • " class="align-text-top noRightClick twitterSection" data="">

‘କାଶ’ ଗୀତର ଲିରିକ୍ସ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । ସେହିପରି ଗୀତଟିକୁ ଗାଇଛନ୍ତି ପପୁଲାର ଗାୟକ ଅରିଜିତ ସିଂ ଓ ଅଲିଶା ମେଣ୍ଡୋସା ।

ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ‘ଲକି ଚାର୍ମ’ ରିଲିଜ କରାଯାଇଥିଲା । ଯେଉଁଥିରେ ସୁପରଷ୍ଟାର ଶାହରୁଖ ଖାନ ମଧ୍ୟ ନଜର ଆସିଥିଲେ । ‘ଦ ଜୋୟା ଫ୍ୟାକ୍ଟର’ ଫିଲ୍ମଟି ଏକ ବାସ୍ତବ କାହାଣୀକୁ ନେଇ ଆଧାରିତ ।

1983ରେ ଭାରତ ଯେତେବେଳେ ପ୍ରଥମଥର ବିଶ୍ବକପ ହାତରେ ଧରିଥିଲା ଠିକ୍ ସେହି ସମୟରେ ଦିଲ୍ଲୀରେ ଜୋୟା ସୋଲାଙ୍କୀ ଜନ୍ମ ହୋଇଥିଲା । ଯାହାପର ଠାରୁ ଜୋୟାଙ୍କ ପିତା ଝିଅକୁ ଭାରତୀୟ କ୍ରିକେଟ ଟିମର ଲକି ଚାର୍ମ ମାନି ନେଇଥିଲେ । ଯାହାକୁ ନେଇ ପର୍ଯ୍ୟବେଶିତ ଫିଲ୍ମର କାହାଣୀ । ଫିଲ୍ମଟି ଏମାସ 20ରେ ରିଲିଜ ହେବାକୁ ଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.