ମୁମ୍ବାଇ: କଙ୍ଗନା ରଣାୱତଙ୍କ ବିବାଦ ଥମିବାର ନାୀଁ ନେଉନାହିଁ । ବର୍ତ୍ତମାନ ଦେଶରେ ଚାଲିଥିବା କୃଷକ ଆନ୍ଦୋଳ ବିରୋଧୀରେ ସେ ଏକ ବିବାଦୀୟ ଟ୍ବିଟ କରି ସମସ୍ୟା ଘେରରେ । ସେପଟେ ଘୃଣା, ଅସନ୍ତୋଷ ବିସ୍ତାର କରିବା ଏବଂ ଉଗ୍ରବାଦୀ ଟ୍ବିଟ କରି ଦେଶକୁ ବିଭାଜନ କରିବାକୁ ଉଦ୍ୟମ କରିଥିବାରୁ ବମ୍ବେ ହାଇକୋର୍ଟରେ ତାଙ୍କ ବିରୋଧରେ ଆବେଦନ କରାଯାଇଥିଲା । ପ୍ରଥମେ ପପୁଲାର ଗାୟକ, ଅଭିନେତା ଦିଲଜିତ ଦୋସାଞ୍ଝ ତାଙ୍କୁ କଡା ଜବାବ ଦେଇଥିଲେ । ଆଉ ଏବେ ଲୋକପ୍ରିୟ ଗାୟକ ମୀକା ସିଂ ତାଙ୍କ ଉପରେ କ୍ରୋଧିତ ନଜର ଆସୁଛନ୍ତି ।
-
I used to have immense respect for @KanganaTeam, I even tweeted in support when her office was demolished. I now think I was wrong, Kangana being a woman you should show the old lady some respect. If you have any ettiquete then apologise. Shame on you.. pic.twitter.com/FqKzE4mLjp
— King Mika Singh (@MikaSingh) December 3, 2020 " class="align-text-top noRightClick twitterSection" data="
">I used to have immense respect for @KanganaTeam, I even tweeted in support when her office was demolished. I now think I was wrong, Kangana being a woman you should show the old lady some respect. If you have any ettiquete then apologise. Shame on you.. pic.twitter.com/FqKzE4mLjp
— King Mika Singh (@MikaSingh) December 3, 2020I used to have immense respect for @KanganaTeam, I even tweeted in support when her office was demolished. I now think I was wrong, Kangana being a woman you should show the old lady some respect. If you have any ettiquete then apologise. Shame on you.. pic.twitter.com/FqKzE4mLjp
— King Mika Singh (@MikaSingh) December 3, 2020
ସେପ୍ଟେମ୍ବର ମାସରେ କଙ୍ଗନାଙ୍କ ଘର ଭଙ୍ଗାରୁଜା ମାମଲାରେ ସ୍ବର ଉତ୍ତୋଳନ କରିଥିବା ମିକା ଏବେ ତାଙ୍କ ଏହି ବବାଦୀୟ ଟ୍ବିଟ ପାଇଁ ଟାର୍ଗେଟ କରି କହିଛନ୍ତି, ‘କଙ୍ଗନାଙ୍କ ପ୍ରତି ମୋର ଅତ୍ୟଧିକ ସମ୍ମାନ ଥିଲା, ତାଙ୍କ ଅଫିସ ଯେତେବେଳେ ବିଏମସି ଭାଙ୍ଗିଥିଲା ସେତେବେଳେ ମୁଁ ସମର୍ଥନ କରି ତାଙ୍କ ସପକ୍ଷରେ ଟ୍ବିଟ କରିଥିଲି । ମୁଁ ବର୍ତ୍ତମାନ ଭାବୁଛି ମୁଁ ଭୁଲ୍ କରିଥିଲି । କାରଣ କଙ୍ଗନା ଜଣେ ମହିଳା ହୋଇ ଜଣେ ବୃଦ୍ଧାଙ୍କୁ ସମ୍ମାନ ଦେଇନାହାଁନ୍ତି । ଯଦି ଆପଣଙ୍କର କୌଣସି ଶୈଳୀ ଅଛି ତେବେ କ୍ଷମା ମାଗନ୍ତୁ । ତୁମକୁ ଲଜ୍ୟା ଲାଗିବା କଥା ।’
-
मैं ना कहती थी.. थक जा बहन!!! 🙏🏽🙏🏽🙏🏽 आज दिलजीत ने पंजाबी में समझा दिया! 🤩🤩🤩 @diljitdosanjh @KanganaTeam #कंगना_चुपचाप_माफी_माँग महिंदर कौर जी से।
— Swara Bhasker (@ReallySwara) December 3, 2020 " class="align-text-top noRightClick twitterSection" data="
">मैं ना कहती थी.. थक जा बहन!!! 🙏🏽🙏🏽🙏🏽 आज दिलजीत ने पंजाबी में समझा दिया! 🤩🤩🤩 @diljitdosanjh @KanganaTeam #कंगना_चुपचाप_माफी_माँग महिंदर कौर जी से।
— Swara Bhasker (@ReallySwara) December 3, 2020मैं ना कहती थी.. थक जा बहन!!! 🙏🏽🙏🏽🙏🏽 आज दिलजीत ने पंजाबी में समझा दिया! 🤩🤩🤩 @diljitdosanjh @KanganaTeam #कंगना_चुपचाप_माफी_माँग महिंदर कौर जी से।
— Swara Bhasker (@ReallySwara) December 3, 2020
ମିକାଙ୍କ ବ୍ୟତୀତ ପଞ୍ଜାବୀ ସିଙ୍ଗର ଏବଂ ଆକ୍ଟର ଏମି ବିର୍କ, ଗିପ୍ପି ଗେରୱାଲ ଓ ରଞ୍ଜୀତ ବାୱା ମଧ୍ୟ ଦିଲଜିତଙ୍କୁ ସମର୍ଥନ କରି କଙ୍ଗନାଙ୍କ ବିରୋଧରେ ନଜର ଆସୁଛନ୍ତି । ସ୍ବାରା ଭାସ୍କର, କୁବ୍ରା ସିଟ ଏବଂ ହଂସଲ ମେହେତାଙ୍କ ପରି ବଲିଉଡ ସେଲିବ୍ରିଟି କୃଷକ ବିରୋଧର ଘୃଣ୍ୟ ମନ୍ତବ୍ୟ ପାଇଁ କଙ୍ଗନାଙ୍କ ନିନ୍ଦା କରିଛନ୍ତି ।
-
मैं ना कहती थी.. थक जा बहन!!! 🙏🏽🙏🏽🙏🏽 आज दिलजीत ने पंजाबी में समझा दिया! 🤩🤩🤩 @diljitdosanjh @KanganaTeam #कंगना_चुपचाप_माफी_माँग महिंदर कौर जी से।
— Swara Bhasker (@ReallySwara) December 3, 2020 " class="align-text-top noRightClick twitterSection" data="
">मैं ना कहती थी.. थक जा बहन!!! 🙏🏽🙏🏽🙏🏽 आज दिलजीत ने पंजाबी में समझा दिया! 🤩🤩🤩 @diljitdosanjh @KanganaTeam #कंगना_चुपचाप_माफी_माँग महिंदर कौर जी से।
— Swara Bhasker (@ReallySwara) December 3, 2020मैं ना कहती थी.. थक जा बहन!!! 🙏🏽🙏🏽🙏🏽 आज दिलजीत ने पंजाबी में समझा दिया! 🤩🤩🤩 @diljitdosanjh @KanganaTeam #कंगना_चुपचाप_माफी_माँग महिंदर कौर जी से।
— Swara Bhasker (@ReallySwara) December 3, 2020
ପ୍ରକାଶ ଥାଉକି କୃଷକ ଆନ୍ଦୋଳର ବିରୋଧ କରି କଙ୍ଗନା ଜଣେ ମହିଳା ଆନ୍ଦୋଳନକାରୀଙ୍କୁ ଶାହିନବାଗର ଜେଜେମା ବିଲକିସ୍ ବାନୋ ବୋଲି ବର୍ଣ୍ଣନା କରିଥିଲେ । ଯାହାପରଠୁ ତାଙ୍କର ସମାଲୋଚନା କରାଯାଉଛି ।
-
https://t.co/cyp6g4Oexl pic.twitter.com/YyW5TYe5PF
— Gippy Grewal (@GippyGrewal) December 3, 2020 " class="align-text-top noRightClick twitterSection" data="
">https://t.co/cyp6g4Oexl pic.twitter.com/YyW5TYe5PF
— Gippy Grewal (@GippyGrewal) December 3, 2020https://t.co/cyp6g4Oexl pic.twitter.com/YyW5TYe5PF
— Gippy Grewal (@GippyGrewal) December 3, 2020
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ