ETV Bharat / sitara

ଜନ୍ମଦିନରେ ପୁଅକୁ ସରପ୍ରାଇଜ ଗିଫ୍ଟ ଦେଲେ ଶିଳ୍ପା, ଦେଖନ୍ତୁ ଭିଡିଓ...

ଆଜି ଶିଳ୍ପା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ପୁଅ ଭିଆନର ଦଶମ ଜନ୍ମଦିନ ଅବସରରରେ ତାଙ୍କୁ ଏକ ସୁନ୍ଦର ସରପ୍ରାଇଜ ଗିଫ୍ଟ ଦେଉଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

author img

By

Published : May 21, 2021, 8:09 PM IST

shilpa-shetty-cutest-surprise-gift-for-son-viaan-on-his-birthday-is-something-you-should-see-watch-video
ଜନ୍ମଦିନରେ ପୁଅକୁ ସପ୍ରାଇଜ ଗିଫ୍ଟ ଦେଲେ ଶିଳ୍ପା, ଦେଖନ୍ତୁ ଭିଡିଓ...

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସେ ସର୍ବଦା ପରିବାର ଏବଂ ପିଲାମାନଙ୍କ ସହିତ ଅନେକ ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରଥାନ୍ତି ।

ଆଜି ଶିଳ୍ପା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ପୁଅ ଭିଆନର ଦଶମ ଜନ୍ମଦିନ ଅବସରରରେ ତାଙ୍କୁ ଏକ ସୁନ୍ଦର ସରପ୍ରାଇଜ ଗିଫ୍ଟ ଦେଉଥିବାର ନଜର ଆସିଛନ୍ତି । ଯାହାକୁ ଦେଖି ଭିଆନ ଖୁସିରେ ନାଚିଥିଲେ ।

ଏବେ ଶିଳ୍ପାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ କମେଣ୍ଟ ବକ୍ସରେ ବହୁ ମନ୍ତବ୍ୟ ଦେଉଛନ୍ତି ।

ଏଥିସହିତ ଶିଳ୍ପା ଭିଆନଙ୍କ ଜନ୍ମଦିନ ଅବସରରେ ଅନେକ ଥ୍ରୋବ୍ୟାକ୍ ଭିଡିଓ ସେୟାର କରିଛନ୍ତି । ଭିଡିଓ ସେୟାର କରି କ୍ୟାପସନରେ ଶିଳ୍ପା ଲେଖିଛନ୍ତି, 'ତୁମେ ବହୁତ ଶୀଘ୍ର ବଡ ହୋଇଯାଉଛ, ବର୍ତ୍ତମାନ ମୁଁ ସଠିକ୍ ଭାବରେ ତୁମକୁ ଆଲିଙ୍ଗନ କରିପାରୁ ନାହିଁ' ।

ରାଜ କୁନ୍ଦ୍ରା ମଧ୍ୟ ସୋସିଆଲ ମିଡିଆରେ ପୁଅର ଜନ୍ମଦିନରେ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ହାପି ବର୍ଥଡେ ମାଇ ହାର୍ଟବିଟ୍' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.