ETV Bharat / sitara

ମହିଳାଙ୍କୁ ନେଇ କିଛି ଏପରି କହିଲେ କବୀର ସିଂ - filn

ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି ଶାହିଦ ଓ କିୟାରାଙ୍କ ଫିଲ୍ମ 'କବୀର ସିଂହ' । ରିଲିଜ ପରେ ଜବରଦସ୍ତ ଆୟ କରିବାରେ ଲାଗିଛି ଏହି ଫିଲ୍ମ । ଆଉ କିଛି ଦିନ ପରେ ଫିଲ୍ମଟି 100 କୋଟି କ୍ଲବରେ ସାମିଲ ହେବ ବୋଲି ଅନୁମାନ କରୁଛନ୍ତି ଫିଲ୍ମ କ୍ରିଟିକ୍ସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଶାହିଦ କପୁର
author img

By

Published : Jun 24, 2019, 9:14 PM IST

ମୁମ୍ବାଇ: ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ଫିଲ୍ମ 'କବୀର ସିଂହ' ଗତ ଶୁକ୍ରବାର ରିଲିଜ ହୋଇଯାଇଛି । ଏବେ ଫିଲ୍ମଟି ବକ୍ସ ଅଫିସରେ ଶାନଦାର ପ୍ରଦର୍ଶନ କରିବା ସହ ଜବରଦସ୍ତ ଆୟ କରିବାରେ ଲାଗିଛି । ଫିଲ୍ମଟି ବର୍ତ୍ତମାନ ପାଖାପାଖି 70.83 କୋଟି ଟଙ୍କା ଆୟ କରିସାରିଲାଣି । କବୀର ସିଂହ ପ୍ରଥମଦିନରେ ବମ୍ପର ଆୟ କରି ଓପନିଂ ମାମଲାରେ ଶାହିଦଙ୍କ ଫିଲ୍ମ 'ପଦ୍ମାବତୀ'ର ମଧ୍ୟ ରେକର୍ଡ ଭାଙ୍ଗିଛି ।

ଇତିମଧ୍ୟରେ ଶାହିଦଙ୍କ ଏକ ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଭିଡିଓରେ ଶାହିଦ ଏହା କହୁଥିବାର ନଜର ଆସୁଛନ୍ତି କି ଯେଉଁ ଲୋକେ ପ୍ରେମ ବଦଳରେ ପ୍ରେମ ଦେଇପାରୁ ନାହାଁନ୍ତି ସେମାନେ ବହୁତ ଥିଙ୍କଲେସ ହୋଇଥାଆନ୍ତି ।

ଯେବେ ଶାହିଦଙ୍କୁ ପ୍ରଶ୍ନ କରାଗଲା କି ଯଦି ସେ ନିଜେ ଏପରି ସ୍ଥିତିରେ ହୋଇଥାଆନ୍ତେ ତେବେ କଣ କରିଥାଆନ୍ତେ ? ଏହାର ଜବାବରେ ଶାହିଦ କହିଥିଲେ ଯେ ଏହା ବହୁତ ଯନ୍ତ୍ରଣାଦାୟକ । ଏହା ସବୁ ସ୍ଥିତିରେ ଯନ୍ତ୍ରଣାଦାୟକ ହେବା ସହ ଅସହନୀୟ ହୋଇଥାଏ । ଏହା ସେହି ସମୟରେ ହୋଇପାରେ ଯେବେ ଆପଣ କାହାକୁ ପ୍ରକୃତ ପ୍ରେମ କରୁଛନ୍ତି ।

ଏହା ଆପଣଙ୍କ ପିତା-ମାତାଙ୍କ ସହ, ଏହା ଆପଣଙ୍କ କାମ ସହ କିମ୍ବା ଆପଣଙ୍କ ଭାଇ-ଭଉଣୀ ସହ ମଧ୍ୟ ହୋଇପାରିବ । ତାଙ୍କୁ ବାସ୍ତବରେ ସେହି ଲୋକ ବହୁତ ଖରାପ ଲାଗନ୍ତି ଯିଏ ପ୍ରେମ ବଦଳରେ ପ୍ରେମ ଦେଇପାରନ୍ତି ନାହିଁ । କାରଣ ସେହି ଲୋକମାନେ ଥିଙ୍କଲେସ ହୋଇଥାଆନ୍ତି ।

ଯେତେବେଳେ କେହି ମହିଳାଙ୍କ ସହ ଦୁର୍ବ୍ୟବହାର କରନ୍ତି ତେବେ ସେ ନିଜ ଉପରେ ନିୟନ୍ତ୍ରଣ ରଖିପାରିନ୍ତି ନାହିଁ । ସେହି ସମୟରେ ସେ ନିଜ ଉପରୁ କାବୁ ହରାଇବସନ୍ତି । ଆଉ ତାଙ୍କ ସହ ଏପରି ପ୍ରାୟତଃ ସେହି ସମୟରେ ହୋଇଥାଏ ଯେବେ ସେ ପତ୍ନୀ ମୀରାଙ୍କ ସହ କୁଆଡେ ଯାଆନ୍ତି ବୋଲି କହିଛନ୍ତି ଶାହିଦ ।

Intro:Body:

dfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.