ETV Bharat / sitara

ମା’ଙ୍କ ଏକ ସୁନ୍ଦର ଫଟୋ ସେୟାର କଲେ ସାରା - ମାଆଙ୍କର ଏକ ସୁନ୍ଦର ଫଟୋ ସେୟାର କଲେ

ନିକଟରେ ସାରା ଅଲି ଖାନ ମାଆ ତଥା ଅଭିନେତ୍ରୀ ଅମୃତା ସିଂଙ୍କ ଏକ ଥ୍ରୋ ବ୍ୟାକ୍ ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରଛନ୍ତି । ଏହି ଫଟୋରେ ଅମୃତା ଧଳା ରଙ୍ଗର ପୋଷାକ ସହିତ ଧଳା ମୋତିର କାନଫୁଲ ପିନ୍ଧିଥିବାର ନଜର ଆସିଛନ୍ତି । ଫଟୋରେ ଅମୃତା ବହୁତ ସୁନ୍ଦର ଦେଖାଯାଉଛନ୍ତି । ଅଧିକ ପଢନ୍ତୁ...

Sara Ali Khan shares a priceless throwback photo of Amrita Singh
ମାଆଙ୍କର ଏକ ସୁନ୍ଦର ଫଟୋ ସେୟାର କଲେ ସାରା
author img

By

Published : Jul 28, 2020, 8:02 PM IST

ନୂଆଦିଲ୍ଲୀ: ଅଭିନେତ୍ରୀ ସାରା ଅଲି ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ଲକଡାଉନରେ ସେ ତାଙ୍କ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସର୍ବଦା ନିଜର ଫଟୋ ଏବଂ ଭିଡିଓ ପ୍ରାୟତଃ ସେୟାର କରିଥାନ୍ତି ।

ନିକଟରେ ସାରା ମାଆ ତଥା ଅଭିନେତ୍ରୀ ଅମୃତା ସିଂଙ୍କ ଏକ ଥ୍ରୋ ବ୍ୟାକ୍ ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରଛନ୍ତି । ଏହି ଫଟୋରେ ଅମୃତା ଧଳା ରଙ୍ଗର ପୋଷାକ ସହିତ ଧଳା ମୋତିର କାନଫୁଲ ପିନ୍ଧିଥିବାର ନଜର ଆସିଛନ୍ତି । ଫଟୋରେ ଅମୃତା ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ଫଟୋର କ୍ୟାପସନରେ ସାରା ଲେଖିଛନ୍ତି, # ଚ୍ୟାଲେଞ୍ଜ୍ ଆସେପଟେଡ । # ଟ୍ରୁ ଟ୍ରାଡିସନ୍ # ଇନ୍ସପିରେସନ ।

କିଛି ଦିନ ପୂର୍ବରୁ, 'ସିମ୍ବା' ଅଭିନେତ୍ରୀ ଭାଇ ଏବଂ ମାଆଙ୍କ ସହିତ ପିଲାଦିନର ଏକ ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ ।

ଫଟୋର କ୍ୟାପସନରେ ସାରା ଲେଖିଥିଲେ, ମାଆ, ଝିଅ- ଇଗି ପୋଟର୍ ।

ସାରାଙ୍କୁ ଶେଷ ଥର ପାଇଁ ଇମତିଆଜ ଅଲିଙ୍କ 'ଲଭ୍ ଆଜ୍ କଲ୍'ରେ କାର୍ତ୍ତିକ ଏବଂ ରଣଦୀପଙ୍କ ସହିତ ଦେଖିବାକୁ ମିଳିଥିଲା ​​।

ଆଗାମୀ ସମୟରେ, ସାରାଙ୍କୁଙ୍କୁ ଧନୁଷ ଏବଂ ଅକ୍ଷୟ କୁମାରଙ୍କ ସହ ଆନନ୍ଦ ଏଲ ରୟଙ୍କ 'ଅତ୍ରଙ୍ଗି' ରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.