ETV Bharat / sitara

କାନ ବନ୍ଦ କରି ନାଚିଲେ ସଲମାନ - ଗ୍ୟାଲେକ୍ସି ଆପାର୍ଟମେଣ୍ଟ

ଗଣେଶ ବିସର୍ଜନରେ ସାମିଲ ହୋଇଛନ୍ତି ଅଭିନେତା ସଲମାନ ଖାନ, ଡେଜି ଶାହା ଓ ସ୍ବରା ଭାସ୍କରା । ଲାଉଡ ମ୍ୟୁଜିକରେ କାନ ବନ୍ଦ କରି ନାଚିଛନ୍ତି ସଲମାନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 4, 2019, 2:32 PM IST

ହାଇଦ୍ରାବାଦ: ଦୁଇଦିନର ଆରାଧନା ପରେ ଗଣପତିଙ୍କୁ ବିଦାୟ ଦେଇଛନ୍ତି ଭାଇଜାନ । ବିସର୍ଜନ ସମୟରେ ଲାଉଡ ମ୍ୟୁଜିକ ସହ ନାଚୁଥିବାର ସଲମାନଙ୍କୁ ଦେଖିବାକୁ ମିଳିଛି । ଗ୍ୟାଲେକ୍ସି ଆପାର୍ଟମେଣ୍ଟ ସାମ୍ନାରେ ଲାଉଡ ମ୍ୟୁଜିକରେ କାନ ବନ୍ଦ କରି ନାଚିଛନ୍ତି ସଲମାନ । ତାଙ୍କ ସହ ମିଶିଛନ୍ତି ଡେଜି ଶାହା ଓ ସ୍ବରା ଭାସ୍କର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଏହି ଭିଡିଓ ସୋସିଆଲ ମିଡିଆରେ କାଫି ଭାଇରାଲ ହୋଇଛି । ସଲମାନଙ୍କ ଷ୍ଟାଇଲିଷ୍ଟ ଆସଲେ ରୋବେଲୋ ଭିଡିଓ ସେୟାର କରିଥିଲେ । ଭିଡିଓରେ ସଲମାନ ମାଙ୍କୁ ଦେଖି ଦେଖି ନାଚୁଥିବାର ନଜର ଆସିଛନ୍ତି । ବିସର୍ଜନକୁ ଖୁବ ଉପଭୋଗ କରିଛନ୍ତି ବଲିଉଡ ଦବଙ୍ଗ ଖାନ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.