ETV Bharat / sitara

ଖୁବ ଶୀଘ୍ର ଫ୍ୟାନ୍ସଙ୍କ ପାଇଁ ରିଲିଜ ହେବ ‘ସାହୋ ଗେମ୍’ - ସାହୋ

ଫିଲ୍ମ ରିଲିଜ ହେବା ପୂର୍ବରୁ ‘ସାହୋ’ ଟିମର ନୂଆ ଖୁଲାସା । ଖୁବ ଶୀଘ୍ର ‘ସାହୋ ଗେମ୍’ କରାଯିବ ଲଞ୍ଚ ।

ଫଟୋ ସୌଜନ୍ୟ: ଟ୍ବିଟର/@PrabhasRaju
author img

By

Published : Aug 2, 2019, 12:57 AM IST

ହାଇଦ୍ରାବାଦ: ଆକ୍ସନ ପ୍ୟାକ ଫିଲ୍ମ ‘ସାହୋ’ ଖୁବ ଶୀଘ୍ର ପରଦାକୁ ଆସିବ । ଚଳିତ ବର୍ଷ ବକ୍ସ ଅଫିସରେ ଧମାଲ କରିବାକୁ ଯାଉଛି ଏହି ଫିଲ୍ମ । ପ୍ରଥମେ ଅଗଷ୍ଟ 15ରେ ଫିଲ୍ମ ରିଲିଜ ହେବାକୁ ଥିବାବେଳେ ଏହାର ରିଲିଜ ତାରିଖକୁ ପରିବର୍ତ୍ତନ କରାଯାଇ ଅଗଷ୍ଟ 30 କରାଯାଇଛି ।

ଫିଲ୍ମର ରିଲିଜକୁ ଫ୍ୟାନ୍ସ ପ୍ରତିକ୍ଷା କରିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ନୂଆ ଖବର । ଏଥର ଫ୍ୟାନ୍ସ କେବଳ ଫିଲ୍ମକୁ ନୁହେଁ ବରଂ ‘ସାହୋ ଗେମ୍’କୁ ମଧ୍ୟ ଭରପୁର ଉପଭୋଗ କରିବେ । ତେବେ ଗେମର ପ୍ରଥମ ପୋଷ୍ଟରକୁ ରିଲିଜ କରାଯାଇଛି ।

Saaho Game
ଫଟୋ ସୌଜନ୍ୟ: ଟ୍ବିଟର/@PrabhasRaju

ଗେମରେ ପ୍ରଭାଷଙ୍କ ସହ ଶ୍ରଦ୍ଧାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହାର ସୂଚନା ଦେଇଛନ୍ତି ନିଜେ ପ୍ରଭାଷ । ତେବେ ଗେମର ବାକି ଫିଚର ବିଷୟରେ ଆଲୋଚନା କରାଯାଇନାହିଁ ।

ଏଠାରେ ସୂଚନାଯୋଗ୍ୟ, ପ୍ରଭାଷ ଓ ଶ୍ରଦ୍ଧାଙ୍କ ଫିଲ୍ମ ‘ସାହୋ’ର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ । ଫିଲ୍ମରେ ଜ୍ୟାକି ସ୍ରର୍ଫ. ନିଲ ନିତିନ ମୁକେଶଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ରାଜଧାନୀରେ ୬ ସ୍ତରିୟ ସୁରକ୍ଷା,
ପୋଲିସ ଆରମ୍ଭ କଲା ଫ୍ଲାଗ ମାର୍ଚ

ଆସନ୍ତା ୨୩ ରାଜଧାନୀରେ ହେବ ସାଧାରଣ ନିର୍ବାଚନ। ତୃତିୟପର୍ଯାୟ ମତଦାନ ପାଇଁ ତପ୍ତର ପୋଲିସ ପ୍ରଶାସନ। ଏନେଇ ରାଜଧାନୀକୁ କଡା ସୁରକ୍ଷା ବଳୟକୁ ନେଇଛି କମିସନରେଟ ପୋଲିସ। ରାଜଧାନୀ ସାରା ଛାଉଣି ହୋଇଛନ୍ତି ସୁରକ୍ଷା କର୍ମି। ଗଳି କନ୍ଦିଠୁ ଆରମ୍ଭ କରି ଛକ ବଜାର ଓ ଚ୍ରାଫିକ ଓ ପୁଲିଂବୁଥ ସବୁଆଡେ ମୁତୟନ ହେବେ ପୋଲିସ କର୍ମଚାରି। ଏଥି ସହ ସେଣ୍ଟ୍ରାଲ ଆରର୍ମଡ ପାରାମିଲିଟାରି ଫୋର୍ସ ସହ  ଆଜିଠୁ ସହରର ଗଳି କନ୍ଦିରେ ଫ୍ଲାଗ ମାର୍ଚ କରିଛି କମିସନରେଟ ପୋଲିସ। ଲଖ୍ମିସାଗର,ଖଣ୍ଡଗିରି,ଗଣ୍ଡମୁଣ୍ଡା ମଂଚେଶ୍ର ଆଦି ବିଭିନ୍ନ ଅଂଚଳରେ କମିସନରେଟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ କରାଯାଇଛି। ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜେ ମତଦାନ ସମୟରେ ନଜର ରଖିବାକୁ ୫୦ଟି ମୋବାଇଲ ପାଟ୍ରୋଲି ୟୁନିଟ ମୁତୟନ ରହିବେ।
ପ୍ରତ୍ଯକ ଥାନାରେ ଗୋଟିଏ ଲେଖାଏ ସେକ୍ସନ ଷ୍ଟ୍ରାଇକିଂ ଫୋର୍ସ ମୁତୟନ ରହିବେ ଯାହା ଥାନା ଅଧିକାରିଙ୍କ ନେତୃତ୍ବରେ ପରିଚାଳିତ କରାଯିବ। ୬ କମ୍ପାନି ପାରାମିଲିଟାରି  ଫୋର୍ସ ସମ୍ବେଦନଶିଳ ବୁଥରେ ମୁତୟନ କରାଯିବ।ବନ୍ଧୁକଧାରି ପୋଲିସ କର୍ମଚାରି ବିଭିନ୍ନ ବୁଥ ଉପରେ ନଜର ରଖିବେ। ସୁରକ୍ଷା ଦୃଷ୍ଟିରେ ରାଜଧାନୀରେ ୬ ସ୍ତରିୟ ସୁରକ୍ଷା ବ୍ଯବସ୍ଥା କରାଯାଇଛି। ଏଥି ସହ ରାଜଧାନୀରେ ୬୦ ଟି ସମ୍ବେଦନଶିଳ ସ୍ଥାନ ଚିହ୍ନଟ ହୋଇଛି ।ସେସବୁ ସ୍ଥାନରେ ପାରାମିଲିଟାରି ଫୋର୍ସ ମୁତୟନ କରାଯିବ । ଏଥି ସହ ଅଧିକ ଉତେଜନା ପ୍ରବଣ ବୁଥରେ ଆବଶ୍ଯକ ପଡିଲେ ଅଧିକ ଫୋର୍ସ ମୁତୟନ କରାଯିବ।ଯେଉଁ ନିର୍ବାଚନି ପ୍ରତିଦ୍ବନ୍ଦି ଯେଉଁ ସବୁ ବୁଥରେ ମତଦାନ ପ୍ରଭାବିତ ହେବାର ଆଶଙ୍କା କରୁଛନ୍ତି ଯାହା ଲିଷ୍ଟ ଦେଇଛନ୍ତି ସେ ସବୁ ବୁଥ ଉପରେ ପୋଲିସର ସ୍ବତନ୍ତ୍ର ନଜର ସହ ବନ୍ଧୁକଧାରି ପୋଲିସ କର୍ମଚାରି ନିୟୋଜିତ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି। ତେବେ କମିସନରେଟ ପୋଲିସ ର ଭୁବନେଶ୍ବର ଅର୍ବାନ ପୋଲିସ ଅଧିନରେ ମୋଟ ୫ଟି ନିର୍ବାଚନ ମଣ୍ଡଳି ର ମୋଟ ୧୧୦୭ଟି ବୁଥ ରହିଛି। ସେମାନଙ୍କ ମଧ୍ଯରୁ ୬୦ଟି ସ୍ଥାନରେ ୪୮୪ଟି ସମ୍ବେଦନଶିଳ ବୁଥ ରହିଛି । ବାକି ୬୨୩ ଟି ସାଧାରଣ ବୁଥ ରହିଛି।
ବାଇଟ-ଅନୁପ ସାହୁ,ଭୁବନେଶ୍ବର ଡିସିପି
ଭିଜୁଆଲ ହ୍ବାଟସପରେ 
ବାଇଟ ମୋଜୋରେ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.