ETV Bharat / sitara

'ନୋ ପାର୍କିଂ' ଜୋନ୍ ରେ ପାର୍କିଂ କରିବା ରଣବୀରଙ୍କୁ ପଡିଲା ମହଙ୍ଗା

author img

By

Published : Feb 13, 2021, 10:47 PM IST

ଶନିବାର ରଣବୀର କପୁରଙ୍କ କାର ପାଇଁ ଖରାପ ଦିନ ଥିଲା । ବାସ୍ତବରେ, ରଣବୀରଙ୍କ କାର ମୁମ୍ବାଇର 'ନୋ ପାର୍କିଂ' ଜୋନ୍ ରେ ପାର୍କିଂ ହୋଇଥିବା ଅଭିଯୋଗ ହୋଇଥିଲା । ଯେଉଁଥିରେ ମୁମ୍ବାଇ ପୋଲିସ କାରକୁ ଜବତ କରିଛି । ଅଧିକ ପଢନ୍ତୁ...

ranbir-kapoor-car-gets-locked-by-mumbai-police-for-parking-in-no-parking-zone
ରଣବୀରଙ୍କ କାର କୁ ଉଠାଇ ନେଲା ମୁମ୍ବାଇ ପୋଲିସ

ନୂଆଦିଲ୍ଲୀ: ଶନିବାର ବଲିଉଡ ଅଭିନେତା ରଣବୀର କପୁରଙ୍କ କାର ପାଇଁ ଖରାପ ଦିନ ଥିଲା।

ବାସ୍ତବରେ, ରଣବୀରଙ୍କ କାର ମୁମ୍ବାଇର 'ନୋ ପାର୍କିଂ' ଜୋନ୍ ରେ ପାର୍କିଂ ହୋଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ମୁମ୍ବାଇ ପୋଲିସ କାରକୁ ଜବତ କରିଛି ।

'ନୋ ପାର୍କିଂ' ଜୋନ୍‌ରେ କାର ଠିଆ ହୋଇଥିବାବେଳେ ମୁମ୍ବାଇ ପୋଲିସ ରଣବୀରଙ୍କ କାରକୁ ନିଜ ଅଧୀନକୁ ନେଇଥିଲା । ଯେତେବେଳେ ପୋଲିସ ରଣବୀରଙ୍କ କାରର ଟାୟାରକୁ ଲକ କରୁଥିଲା, ସେତେବେଳେ ଏହା କ୍ୟାମେରାରେ କଏଦ ହୋଇଯାଇଥିଲା ।

ମଙ୍ଗଳବାର ରଣବୀର କପୁରଙ୍କ ଦାଦା ରାଜୀବ କପୁର ହୃଦଘାତରେ ମୃତ୍ୟୁବରଣ କରିଥିଲେ । ରଣବୀର ତାଙ୍କ ଦାଦାଙ୍କ ସହ ଅତି ନିକଟତର ହୋଇଥିଲେ । ପରିବାର ଶୁକ୍ରବାର ଦିନ ରାଜୀବ କପୁରଙ୍କ ପ୍ରାର୍ଥନା ସଭା ଆୟୋଜନ କରିଥିଲେ । ଏଥିରେ ସମସ୍ତ ବି-ଟାଉନ୍ ସେଲିବ୍ରିଟି ଯୋଗ ଦେଇଥିଲେ ।

ପ୍ରକାଶ ଥାଉ ଯେ,ଆଗାମୀ ସମୟରେ,ରଣବୀର ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.