ETV Bharat / sitara

ହିନ୍ଦୀ ଗୀତରୁ ରାଧିକାଙ୍କ କ୍ୟାପସନ ଲେଖା

ଅଭିନେତ୍ରୀ ରାଧିକା ମଦାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବୁମେରାଂ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ଗୋଲ୍ଡେନ ରଙ୍ଗର ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଭିଡିଓ କ୍ୟାପସନରେ ଅଭିନେତ୍ରୀ ଲେଖିଛନ୍ତି, କନ୍ ମେ? ହାଁ ତୁମ୍ । ଅଧିକ ପଢନ୍ତୁ...

radhika madan takes inspiration from hindi song for new post
ହିନ୍ଦୀ ଗୀତରୁ ପ୍ରେରିତ ରାଧିକା
author img

By

Published : Jul 28, 2020, 5:43 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଧିକା ମଦାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବୁମେରାଂ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ଗୋଲ୍ଡେନ ରଙ୍ଗର ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ରାଧିକା 2001ମସିହାର ଚଳଚ୍ଚିତ୍ର 'ଅଜନବି' ର 'କନ୍ ମେ ୟା ତୁମ୍' ଗୀତରୁ କ୍ୟାପସନ୍ ଦେଇଛନ୍ତି ।

ଭିଡିଓର କ୍ୟାପସନରେ ରାଧିକା ଲେଖିଛନ୍ତି, କନ୍ ମେ? ହାଁ ତୁମ୍ ।

ଏହାପୂର୍ବରୁ, ରାଧିକା ସଲମାନ ଖାନଙ୍କ 1998 ସୁପରହିଟ୍ ଫିଲ୍ମ 'ପ୍ୟାର କିୟା ତୋ ଡରନା କ୍ୟା'ର ହିଟ୍ ଗୀତ 'ଓ ଓ ଜାନେ ଜାନା' କୁ ମଧ୍ୟ କ୍ୟାପସନ୍ ଭାବରେ ବ୍ୟବହାର କରିଥିଲେ ।

ରାଧିକାଙ୍କୁ ଶେଷ ଥର ପାଇଁ 'ଇଂରାଜୀ ମିଡିୟମ' ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସ୍ୱର୍ଗତ ଅଭିନେତା ଇରଫାନ୍ ଖାନ ମଧ୍ୟ ଅଭିନୟ କରିଥିଲେ ।

ଆଗାମୀ ସମୟରେ ରାଧିକାଙ୍କୁ ରୋମାଣ୍ଟିକ୍ କମେଡି ଫିଲ୍ମ 'ଶିଧତ' ରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.