ETV Bharat / sitara

ହ୍ରିତିକଙ୍କ ଫେମସ ଗୀତରେ ଆଶା ଭୋସଲେଙ୍କ ଜବରଦସ୍ତ ଠୁମକା - ଫେମସ ଗୀତ ‘ଏକ ପଲ କା ଜିନା’ରେ ଆଶାଙ୍କ ଡାନ୍ସ

ଭାଇରାଲ ହେଲା ଆଶାଙ୍କ ଥ୍ରୋବ୍ୟାକ ଭିଡିଓ । ଏଥର ଗୀତ ନୁହେଁ ଡାନ୍ସ କଲେ ଆଶା ଭୋସଲେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 23, 2021, 9:50 AM IST

ମୁମ୍ବାଇ: ହୁଏତଃ ଆପଣ ଭାରତୀୟ ସିନେମାର ଲୋକପ୍ରିୟ ପ୍ଲେବ୍ୟାକ୍ ଗାୟିକା ଆଶା ଭୋସଲେଙ୍କୁ ସବୁବେଳେ ଗୀତ ଗାଇଥିବାର ଶୁଣିଥିବେ, କିନ୍ତୁ ଆପଣ ତାଙ୍କ ଡାନ୍ସ କେବେ ଦେଖିନଥିବେ । ହେଲେ ସେ ଡାନ୍ସ ମଧ୍ୟ କରନ୍ତି । ଯାହାର ଝଲକ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଭାଇରାଲ ହେଉଛି ତାଙ୍କ ପୁରୁଣା ଭିଡିଓ । ଯେଉଁଥିରେ ସେ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଗୀତରେ ନାଚୁଥିବାର ନଜର ଆସିଛନ୍ତି।

କଥାଟି ହେଲା ଯେ ଏହି କିଛି ଦିନରୁ ଏକ ଫ୍ୟାନକ୍ଲବର ଇନଷ୍ଟାଗ୍ରାମ ପେଜରେ ତାଙ୍କର ଏହି ଡାନ୍ସ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ହ୍ରିତିଙ୍କ ଡେବ୍ୟୁ ଫିଲ୍ମ ‘କହୋ ନା ପ୍ୟାର ହେ’ର ଫେମସ ଗୀତ ‘ଏକ ପଲ କା ଜିନା’ରେ ଦମଦାର ଡାନ୍ସ କରୁଥିବାର ଦେଖାଯାଉଛନ୍ତି ।

ହେଲେ ଭିଡିଓଟି ବହୁ ପୁରୁଣା । କୌଣସି କନସର୍ଟ ସମୟରେ ନିଜର ଡାନ୍ସ ଅନ୍ଦାଜ ସମସ୍ତଙ୍କୁ ଦେଖାଇଥିଲେ ଗାୟିକା । 88 ବର୍ଷ ବୟସରେ ତାଙ୍କର ଏପରି ଅନ୍ଦାଜ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.