ETV Bharat / sitara

ଇଚ୍ଛାଧାରୀ ନାଗିନ ଅବତାରରେ ହିନା

author img

By

Published : Aug 7, 2020, 3:52 PM IST

ଜାରି ହୋଇଯାଇଛି ‘ନାଗିନ 5’ର ନୂଆ ମୋଶନ ପୋଷ୍ଟର । ଯେଉଁଥିରେ ଷ୍ଟାରକାଷ୍ଟଙ୍କ ଅବତାର ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାଲାଜି ଟେଲିଫିଲ୍ମସ

ମୁମ୍ବାଇ: ଫେମସ ଅଭିନେତ୍ରୀ ହିନା ଖାନଙ୍କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ସେ ଖୁବଶୀଘ୍ର ସୁପରନ୍ୟାଚୁରାଲ ଶୋ ‘ନାଗିନ 5’ରେ ନିଜର ଜଲୱା ଦେଖାଇବେ । ଯାହାକୁ ନେଇ ଏକ୍ସାଇଡେଟ ତାଙ୍କ ଫ୍ୟାନ୍ସ । ଇତିମଧ୍ୟରେ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ଦୁଇଗୁଣ ବଢାଇ ଦେଇଛନ୍ତି ମେକର୍ସ । କାରଣ ହିନାଙ୍କ ନାଗିନ ଲୁକ ସାମ୍ନାକୁ ଆସିଯାଇଛି । ଆଜ୍ଞା ହଁ, ତାଙ୍କ ଫାଷ୍ଟଲୁକ ମୋଶନ ପୋଷ୍ଟର ଜାରି ହୋଇଛି ।

ଏହି ମୋଶନର ପୋଷ୍ଟରେ ଅଭିନେତା ଧୀରଜ ଧୂପର ଓ ମୋହିତ ମଲହୋତ୍ରା ମଧ୍ୟ ନଜର ଆସୁଛନ୍ତି । ଦୁଇ ଅଭିନେତା ନିଜ ନିଜ ଲୁକରେ ଇମ୍ପ୍ରେସିଭ ଦେଖାଯାଉଛନ୍ତି । ସେହିପରି ଏହାକୁ ବାଲାଜି ଟେଲିଫିଲ୍ମ ଇନଷ୍ଟାଗ୍ରାମ ପେଜରେ ସେୟାର କରାଯାଇଛି । ଯାହାର କ୍ୟାପସନରେ ଲେଖାଯାଇିଛି, ‘ବିତିଯାଇଥିବା ଅତୀତର ଗାଥା ଜାଣିବା ପାଇଁ ଆସୁଛି ଇଚ୍ଛାଧାରୀ ନାଗିନ।’ ଦେଖନ୍ତୁ ପୋଷ୍ଟର...

ପ୍ରକାଶ ଥାଉକି ‘ନାଗିନ 5’ କଲର୍ସ ଚ୍ୟାନେଲରେ ଆସନ୍ତା 9 ତାରିଖରେ ଟେଲିକାଷ୍ଟ ହେବାକୁ ଯାଉଛି । ଶନିବାର ଓ ରବିବାର ରାତି 8ରେ ଶୋର ମଜା ଉଠାଇପାରିବେ ଦର୍ଶକ । ଫେମସ ନିର୍ମାତା ଏକତା କପୁରଙ୍କ ଫେମସ ଶୋ ‘ନାଗିନ 4’ ଏମାସ 8 ତାରିଖରେ ଶେଷ ହେବାକୁ ଯାଉଛି । ଯାହାପରେ ‘ନାଗିନ 5’ ଦେଖିବେ ଦର୍ଶକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.